ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ: ପୁନିଆଙ୍କୁ କ୍ରୀଡ଼ା, ରଶ୍ମିତାଙ୍କୁ ଏମ୍ଏସ୍ଏମ୍ଇ
ରାଜ୍ୟ ସରକାର ଗତ ୫ତାରିଖରେ ଆଇଏଏସ୍ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଥିବାବେଳେ ଆଜି ପୁଣି ଅଦଳବଦଳ କରିଛନ୍ତି। ଏଥିରେ ଦକ୍ଷତାବିକାଶ ଏବଂ ବୈଷୟିକ ଶିକ୍ଷା ସଚିବ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।…
