Odia News Portal

କୋର୍ଟ ଚାଲାଣ ବେଳେ କଏଦୀ ଫେରାର, ମେଡିକାଲ ପାଚେରୀ ଡେଇଁ ଚମ୍ପଟ

କୋର୍ଟ ଚାଲାଣ ବେଳେ କଏଦୀ ଫେରାର । ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନାରୁ କୋର୍ଟ ଚାଲାଣ କରାଯିବା ବେଳେ ପୋଲିସକୁ ଚକମା ଦେଇ କଏଦୀ ଫେରାର ହୋଇଯାଇଛି । ବିରିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ମାଇନା କରିବାକୁ ପୋଲିସ ଆଣିଥିଲା । ମେଡିକାଲ ପାଚେରୀ ଡେଇଁ ଚମ୍ପଟ ମାରିଛି। ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି ।