Odia News Portal

ଦୂଆରଶୁଣୀ ଘାଟିରେ ଦୁର୍ଘଟଣା,୨ ବାଇକ୍‌ ଆରୋହୀ ମୃତ

ଦୂଆରଶୁଣୀ ଘାଟିରେ ଦୁର୍ଘଟଣା । ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ । ଏନ୍ଏଚ୍ ୪୯ ଦୂଆରଶୁଣୀ ଘାଟିରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ହଇଥିବା ସୂଚନା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଛି ଟ୍ରକ୍ ଡ୍ରାଇଭର ।