Odia News Portal

ପର୍ଣ୍ଣ ରାକେଟ୍ କେସରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ପର୍ଣ୍ଣ ରାକେଟ୍ କେସ୍ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦ରେ ଗିରଫ କରିଥିଲା।

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା

ରାଜଧାନୀରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ। ଇନଫୋସିସ୍ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ

ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡର ଦାମ୍

ଖାଉଟିଙ୍କୁ ମହଙ୍ଗା ମାଡ଼ । ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡର ଦାମ୍ । ଘରୋଇ ସିଲିଣ୍ଡର ଦାମ ୩ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ, କମର୍ସିଆଲ ସିଲିଣ୍ଡର ଦର ୮ ଟଙ୍କା ବୃଦ୍ଧି ପାଇଛି । ଦର ବଢ଼ିବା ପରେ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ମୂଲ୍ୟ ୧ ହଜାର ୨୯ ଟଙ୍କା ୫୦ ପଇସା ହୋଇଛି । ଗତ ମେ

ଏଣିକି ସଡ଼କରେ ରଙ୍ଗସାଇଡ୍ ଡ୍ରାଇଭ୍ ବେଳେ ଦୁର୍ଘଟଣାର ଶିକାର ହେଲେ ମିଳିବନି କ୍ଷତିପୂରଣ: କୋର୍ଟ

ଏଣିକି ସଡ଼କରେ ରଙ୍ଗସାଇଡ୍ ଡ୍ରାଇଭ୍ ବେଳେ ଦୁର୍ଘଟଣାର ଶିକାର ହେଲେ ମିଳିବନି କ୍ଷତିପୂରଣ । ତେବେବାହନ ଚାଳକଙ୍କ ଲାଗି ଦିଲ୍ଲୀ ରୋହିଣୀ କୋର୍ଟ ବୁଧବାର ବଡ଼ ରାୟ ଦେଇଛନ୍ତି। ରଙ୍ଗସାଇଡରେ ଗାଡ଼ି ଚଳାନା କରି ଦୁର୍ଘଟଣାର ଶିକାର ହେଲେ ପୀଡ଼ିତଙ୍କୁ କ୍ଷତିପୂରଣ ମିଳିବନି ବୋଲି କୋର୍ଟ ସଫା ସଫା

ଦିଲ୍ଲୀ ଉପରାଜ୍ୟପାଳଙ୍କ ଇସ୍ତଫା

ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି । ପୂର୍ବ ଆଇଏଏସ ଅଧିକାରୀ ବୈଜଲ ୩୧ ଡିସେମ୍ବର ୨୦୧୬ରେ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ ।

ଶିବଲିଙ୍ଗକୁ ନେଇ ଆପତ୍ତିଜନକ ପୋଷ୍ଟ କରି ଗିରଫ ହେଲେ AIMIM ପ୍ରବକ୍ତା ଡାନିସ କ୍ୟୁରେସି

ଶିବଲିଙ୍ଗକୁ ନେଇ ଆପତ୍ତିଜନକ ପୋଷ୍ଟ କରି ଗିରଫ ହେଲେ ଏଆଇଏମଆଇଏମ ପ୍ରବକ୍ତା ଡାନିସ କୁ୍ୟରେସି । ତାଙ୍କୁ ହାଇଦରାବାଦର ସାଇବର ଅପରାଧ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି । ରିପୋର୍ଟ ଅନୁସାରେ ଡାନିସ ଜ୍ଞାନବ୍ୟାପି ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ତାଙ୍କ ସୋସିଆଲ ମିଡିଆ

ଭାରତର ଏମିତି ଏକ ଗାଁ, ଯାହା ଏବେ ପାଲଟିଛି ମଶାଣୀ,ତାକୁ କୁହାଯାଉଛି ଚିରୁଗୁଣିଙ୍କ ଚରାଭୁଇଁ

ରାତି ତ ଦୂରର କ‌ଥା, ଦିନ ବେଳା ବି ଏହି ଗାଁକୁ ଯିବାକୁ କହିଲେ, ଥରୁଛନ୍ତି ପାଖ ପଡ଼ୋଶୀ ଗାଁର ଲୋକେ। ନିରକ୍ଷର ଲୋକଙ୍କ କ‌ଥା ହୁଏତ ଅବମାନନା କରିହେବ, କିନ୍ତୁ ଏଠାକାର ଶିକ୍ଷିତ ଯୁବକ ବି ଏହି ଗାଁକୁ ନେଇ ଯେଉଁ ଛାତିଥରା କଥା କହୁଛନ୍ତି, ତାହା ଏହି ଗାଁର ଚିତ୍ରକୁ ଦେଖିଲେ ସ୍ପଷ୍ଟ

ଏବେ ଆଉ ବିଜୁଳି କାଟ ସମସ୍ୟା ରହିବ ନାହିଁ: ଟାଟା ପାୱାର

ଅସହ୍ୟ ଗରମକୁ ଏପଟେ ବିଜୁଳି କାଟ । ଫଳରେ ସାଧାରଣ ଜନତା ଗରମରେ ହନ୍ତସନ୍ତ ହେଉଛନ୍ତି । ସେପଟେ ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏହା ମଧ୍ୟରେ ଟାଟା ପାୱାର ପକ୍ଷରୁ

ବେଦି ଉପରେ ହାତରୁ ଚୁଡ଼ି କାଢ଼ିଦେଲା କନ୍ୟା: ବେହୋସ ହୋଇଗଲା ବର

ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ବେଦି ଉପରେ ସ୍ୱାମୀ ଆଗରେ ଶଙ୍ଖ ଚୁଡ଼ି ଖୋଲି ଫୋଫାଡ଼ି ଦେଲା କନ୍ୟା | ମନ୍ତ୍ର ଉଚ୍ଚାରଣରେ ଫାଟି ପଡ଼ୁଥିବା ବିବାହ ମଣ୍ଡପ କିଛି ସମୟ ପାଇଁ ସ୍ତବ୍ଧ ହୋଇପଡ଼ିଥିଲା | ଦେଖଣାହାରୀ ବାସ ଚାହିଁ ରହିଥିଲେ | ହାତରେ ଶଙ୍ଖାଚୁଡ଼ି

ଜେଲରୁ ମୁକ୍ତ ହେବ ପେରାରିଭାଲାନ

ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା ଭୋଗୁଥିବା ଏଜି ପେରାରିଭାଲାନ ଜେଲରୁ ମୁକ୍ତ ହେବ । 31 ବର୍ଷ ଜେଲରେ ସଜ୍ଜା ଭୋଗିବା ପରେ ଜେଲରୁ ପେରାରିଭାଲାନଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 1991ରେ