Odia News Portal

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ଟୀକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁ ମାନେ ଟୀକା ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ

ଆଫଗାନିସ୍ତାନ ମସଜିଦ୍ ଆକ୍ରମଣ ଘଟଣା ; ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି

ଆଫଗାନିସ୍ତାନର କୁନ୍ଦଜ ଜିଲ୍ଲାରେ ଥିବା ଇମାମ ସାହିବଙ୍କ ମସଜିଦରେ ଜମାଜ ପଢ଼ୁଥିବା ବେଳେ ଶୁକ୍ରବାର ବିସ୍ଫୋରଣ ହୋଇଥିଲା। ଏନେଇ ସୂଚନା ଦେଇଥିଲେ ତାଲିବାନର ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍। ସୂଚନା ମୁତାବକ ଏ​ହି ବିସ୍ଫୋରଣରେ ଛୋଟଛୁଆଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୩

ରାଜଧାନୀରେ ଅସହ୍ୟ ତାତି, ୪୦ ଡିଗ୍ରୀ ଟପିଲା ଭୁବନେଶ୍ବର ପାରଦ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ରାଜଧାନୀ। ସକାଳ ୮ଟା ବେଳକୁ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡୁଛି। ଲୋକେ ଘରେ ରହିବା ବି ଅସହ୍ୟ ହୋଇ ପଡ଼ିଛନ୍ତି। ଗୁଳୁଗୁଳି ସାଙ୍ଗକୁ ଗରମ ଯୋଗୁ ସନ୍ତୁଳି ହେଉଛନ୍ତି ଲୋକ। ଆକାଶରୁ ନିଆଁ ବର୍ଷିବା ଭଳି ଉତାପ କଲବଲ କରିପକାଉଛି। ଓଡ଼ିଶାର ବିଭିନ୍ନ

ପାରିବାରିକ କଳହରୁ, ଛୁଆକୁ ଧରି କୂଅକୁ ଡେଇଁପଡିଲା ମା’

ପାରିବାରିକ କଳହକୁ କେନ୍ଦ୍ରକରି କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା’ ଏବଂ ଛୁଆ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ପ୍ରଧାନସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଉଭୟ ମା’ ଏବଂ ଛୁଆକୁ ପ୍ରଥମେ ଟାଙ୍ଗୀ ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା:୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ୩ ଜଣ ସାକ୍ଷୀ

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ହେଲା ଟିଆଇ ପରେଡ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ପରେଶ ରାଉତ, ଭାଗ୍ୟଧର ନାୟକ, ବିବେକ ନାୟକଙ୍କୁ ଟିଆଇ ପରେଡରେ ଚିହ୍ନଟ କଲେ ସାକ୍ଷୀ। ୫ଜଣ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ଲମ୍ବା ଲାଇନ୍‌ରେ ଛିଡା କରାଯାଥିଲା । ପରେ ୩ଜଣ

ବିଶ୍ଵ ପୁସ୍ତକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ବିଶ୍ୱ ପୁସ୍ତକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁସ୍ତକ ଆମର ଚିନ୍ତା ଶକ୍ତି ବୃଦ୍ଧି କରିବା ସହ ଆମକୁ ଜ୍ଞାନ ଓ ବୁଦ୍ଧି ଦ୍ବାରା କ୍ଷମତା ସଂପନ୍ନ କରେ । ପୁସ୍ତକ ଦିବସରେ ପଠନର ପରିବର୍ତ୍ତନଶୀଳ ଶକ୍ତି ଓ ସମସ୍ତଙ୍କୁ ପଢିବା ପାଇଁ ଉତ୍ସାହିତ

ଆଜିଠୁ ଆରମ୍ଭ ଆଦିବାସୀ ମେଳା,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀମେଳା ଆରମ୍ଭ ହେବ । ମେଳାରେ ଆଦିବାସୀ ଲୋକକଳା, ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିବ । ସଂଧ୍ୟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୧୦ ଦିନ ଧରି ଚାଲିବ ମେଳା । ମେଳାରେ ରହିଛି ୧୦୦ଟି ଷ୍ଟଲ ।

ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ

ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ । ୫ଜଣ ଲୁଟେରାକୁ କାବୁ କଲା ଖଣ୍ଡଗୀରି ଥାନା ପୋଲିସ । ସେମାନଙ୍କ ଠାରୁ ୩୩ ହଜାର ଟଙ୍କା ଏବଂ ୫ଟି ବାଇକ୍ ଜବତ କରିଛି ପୋଲିସ । ଏହାସହିତ ମାରଣାସ୍ତ୍ର ଜବତ କରାଯାଇଛି । ରାସ୍ତାରେ ଏକୁଟିଆ ଯାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଲୋକଙ୍କୁ କଟୁରୀ

ପୂର୍ବ ଓ ପଶ୍ଚିମ ଦ୍ବାର ଦେଇ କାଳିଆ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ବ୍ୟବସ୍ଥା । ଆସନ୍ତା 29 ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିନ ମଂଜୁର କଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ମିଳିଛି । ୭ ଦିନ ପରେ ପୁଣି ଅଦାଲତରେ ହାଜର ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିର୍ଦ୍ଦେଶ ରହିଛି । ବିଧାୟକ ଜଗଦ୍ଦେବ