Odia News Portal

କାଲି ୯ ଜିଲ୍ଲାରେ ଝଡବର୍ଷା

ବଜ୍ରପାତ ସହ ଝଡବର୍ଷା ନେଇ କାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଚ ଜିଲ୍ଲାକୁ ସତର୍କ ସୂଚନା । ୟେଲୋ ୱାର୍ଣ୍ଣିଂ ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ

ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ; ମାରିୟୁପୁଲରେ ରାସାୟନିକ ଆକ୍ରମଣ ଅଭିଯୋଗ

ୟୁକ୍ରେନର ଅଭିଯୋଗ, ମାରିୟୁପୋଲରେ ପୁଟିନ ସେନା ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛି। ପୂର୍ବରୁ ଆମେରିକା ଓ ବ୍ରିଟେନ ଏହିଭଳି ଆଶଙ୍କା ପ୍ରକାଶ କରି ଆସୁଥିଲେ । ଆଉ ୟୁକ୍ରେନର ଏଭଳି ଅଭିଯୋଗ ପରେ ତାକୁ ଗୁରୁତ୍ୱର ସହ ନେଇଛି ଆମେରିକା । କିନ୍ତୁ ସତରେ ଯଦି ରୁଷ ରାସାୟନିକ ଅସ୍ତ୍ର

ପୁରୀ ରୁ ୧୦୮ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ ୧୦୮ ଗ୍ରାମ ବ୍ରାଉନସୁଗାର କଣାସ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ଜବତ ବ୍ରାଉନସୁଗାର ଆନୁମାନିକ ବଜାର

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସେକ୍ସନ ଅଫିସର

ଭଦ୍ରକ ଜିଲ୍ଲା ସାଂଳପୁର ସ୍ଥିତ ଆଇଜିଏମ କଲେଜର ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝା ରେ ପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ପ୍ରଭାତ କୁମାର ନାୟକ ମାଡିବସିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ଆଇ ଜି ଏମ କଲେଜର ପୂର୍ବତନ

ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ। ହତ୍ୟା ପରେ ଚଣ୍ଡିଖୋଲକୁ ଏକ କାର୍‌ରେ ଯାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଗତ ଫେବ୍ରୁଆରୀ ୯ରେ ରାତି ୧୨ଟା ୮ ମିନିଟରେ ଟାଙ୍ଗୀ ଟୋଲ ଗେଟ ଦେଇ

୭୪ବର୍ଷରେ ପାଦ ଥାପିଲା ଭୁବନେଶ୍ୱର

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ୩ ଦିନ ଧରି ପ୍ରତିଷ୍ଠା ଦବିସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସୂଚନା ଓ ଲୋକ ସମ୍ପର୍କ ବିଭାଗ , ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ମିଳିତ ଭାବରେ ପାଳନ କରାଯାଉଛି । ମୁଖ୍ୟ ଅତିଥିଭାବରେ ଯୋଗଦେଇଛନ୍ତି

ଗରମ ତେଲ ଢାଳି ଜଣଙ୍କୁ ହତ୍ୟା

ବୀଭତ୍ସ ହତ୍ୟା। ଗରମ ତେଲ ଢାଳି ଜଣଙ୍କୁ ହତ୍ୟା । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଚଢେଇୟାପଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାରେ ଶରଣକୂଳ ପୋଲିସ ୨ଜଣଙ୍କୁ ଗିରଫ କରିଛି । ମୃତକ ସେହି ଗାଁର ମଣିଆ ପ୍ରଧାନ । ବାକି ଟଙ୍କା ମାଗିବାରୁ ମଣିଆଙ୍କୁ ହତ୍ୟା କରିଛନ୍ତି ଶ୍ରୀମତି ପାଳ ଓ ତାଙ୍କ

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ଚୈତ୍ର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଦେବ ଦେବ ମହାଦେବ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ବାହୁଡ଼ା ଯାତ୍ରା । ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ରଥ ଆଜି ବାହୁଡ଼ିବ । ମହାମାରୀ ଯୋଗୁ ରୁକୁଣା ରଥ ଯାତ୍ରା ଦୁଇ ବର୍ଷ ଧରି ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ଚଳିତବର୍ଷ

ଏପ୍ରିଲ ୧୪ ଓ ୧୫ରେ ବନ୍ଦ ରହିବ ‘ଏମ୍‌ସ’ର ଓପିଡି ସେବା

ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ୱର ଏମ୍‌ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ । ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ । ଏମ୍‌ସ କର୍ତ୍ତୃପକ୍ଷ ତରଫରୁ ଏନେଇ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁଯାୟୀ, ୧୪ ତାରିଖରେ ମହାବୀର ଜୟନ୍ତୀ ପାଳନ

ଶ୍ରୀଲଙ୍କାରେ ବଢ଼ିବାରେ ଲାଗିଛି ଅର୍ଥନୈତିକ ସଙ୍କଟ: ସାହାଯ୍ୟର ହାତ ବଢ଼ାଇଲା ଭାରତ

ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା । ବିଦେଶରୁ ଆଣିଥିବା ରୁଣ ସୁଝି ପାରିବ ନାହିଁ ବୋଲି କହିଛି ଶ୍ରୀଲଙ୍କା ଅର୍ଥମନ୍ତ୍ରାଳୟ । ବିଦେଶରୁ ୫୧ ବିଲିୟନ ଡଲାର ରୁଣ ଆଣିଛି ଶ୍ରୀଲଙ୍କା । ଏଭଳି ସ୍ଥିତିରେ ଇଣ୍ଟର ନ୍ୟାସନାଲ ମନିଟେରୀ ଫଣ୍ଡରୁ ବେଲ ଆଉଟ ପ୍ୟାକେଜ ମିଳିବାର ସମ୍ଭାବନା ରହିଛି ।