Odia News Portal

ଜାନୁଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟିକା ସାରିବାକୁ ଲକ୍ଷ

ଚଳିତ ମାସ ଶେଷ ସୁଦ୍ଧା ଓଡିଶାରେ ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରହିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ୯୬ ହଜାର ୬୮୪ ଜଣଙ୍କୁ ଏ ଯାଏଁ ପ୍ରିକସନ ଡୋଜ୍ ଦିଆଯାଇଛି । ଗତକାଲି ୪୬ ହଜାର ୧୦୯ ଜଣଙ୍କୁ

ଅର୍ଜୁନ ମଲାଇକା ବ୍ରେକଅପ କୁ ନେଇ ଚର୍ଚ୍ଚା ଯୋର ଧରିଛି

ବଲିଉଡ୍ ର ଅର୍ଜୁନ ମଲାଇକା ବ୍ରେକ୍ଅପ୍ ହୋଇଛି ବୋଲି ଖୁବ୍ ଚର୍ଚ୍ଚା ଚାଲିଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ବନ୍ଧନରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମାନ୍ତର ସାଥୀ । କାହାକୁ ଖାତିର କରି ନଥିଲେ କି ସେମାନଙ୍କ ସମ୍ପର୍କ ଯୋଗୁଁ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇ

ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ ରାଜ୍ୟରେ ଦଳିତ, କୃଷକ ଏବଂ ବେକାରଙ୍କ ପ୍ରତି ଅବହେଳା ଯୋଗୁଁ

ରାଜ୍ୟରେ ଆଉ ୬୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆତଙ୍କ ବଢାଉଛି ଓମିକ୍ରନ । ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେହି ବିଦେଶ ଫେରନ୍ତା ନାହାନ୍ତି । ଜିନ୍ମ ସିକ୍ୱେଏନ୍ସିଂ ପରେ ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଙ୍କୁ କରୋନା

ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢି ବଢି ଯାଉଛି । କରୋନାର ତୃତୀୟ ଲହରରେ ରାଜନେତାଙ୍କ ସହ ବହୁ ସେଲିବ୍ରେଟି କରୋନା ରେ ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ମଙ୍ଗଳବାର

ପୂର୍ବତ୍ତନ ବିଧାୟକ ବିଜୟ କୁମାର ଜେନାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଲଢୁଆ ଚାଷୀନେତା ବିଜୟ କୁମାର ଜେନା ଆଉ ନାହାନ୍ତି । ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗୁରାଣ୍ଡି ସ୍ଥିତ ତାଙ୍କ ପୈତୃକ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ମୃତ୍ୟୁରେ ଶୋକ

ଆରପାରିରେ ପାରଳାଖେମୁଣ୍ଡିର ପୂର୍ବତ୍ତନ ବିଧାୟକ ବିଜୟ କୁମାର ଜେନା

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଲଢୁଆ ଚାଷୀନେତା ବିଜୟ କୁମାର ଜେନା ଆଉ ନାହାନ୍ତି । ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗୁରାଣ୍ଡି ସ୍ଥିତ ତାଙ୍କ ପୈତୃକ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ

ଆଜିଠୁ ଖୋଲିଲା ଭିତରକନିକା

ଦୀର୍ଘ ୧୦ଦିନ ଧରି ବନ୍ଦ ଥିଲା ଭିତରକନିକା । ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୧୦ଦିନ ଧରି କୁମ୍ଭୀର ଗଣନା ପାଇଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ୨ ରୁ ୧୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା। ବଉଳା କୁମ୍ଭୀର ଗଣନା

ରାଜ୍ୟରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ

ଓଡିଶାରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ । । ରାଜ୍ୟରେ ଆଜି ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୦୯୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କର୍ମ ବର୍ଗର ୭୯୨ ଜଣ ଅଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ

ଶୋଇଥିବା ବେଳେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ: ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଭଣ୍ଡାରିଶଙ୍କରାଠାରେ ଏହି ଅଭାବନୀୟ ଘଟଣା । ସୂଚନାନୁସାରେ ମଙ୍ଗଳଵାର ସନ୍ଧ୍ୟାରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଏହା ପରେ ସେମାନେ ସ୍ବାଭାବିକ ଭାବେ