Odia News Portal

ରସିକିଆ ନକଲି ଡାକ୍ତରର ଖୋଲୁଛି ମୁଖା

ଭୁବନେଶ୍ୱରରୁ ବନ୍ଧା ହୋଇଥିବା ରସିକିଆ ଡାକ୍ତରର ଖୋଲୁଛି କଳା କାରନାମା । ୧୪ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ ଥିବା ଡାକ୍ତରଙ୍କର ରହିଛନ୍ତି ଆହୁରି ୩ ପତ୍ନୀ । ଛତିଶଗଡ, ଆସାମ, ଓଡିଶାରୁ ଆଉ ୩ ପତ୍ନୀଙ୍କର ମିଳିଛି ସନ୍ଧାନ । ଗୌହାଟିର ଜଣେ ମହିଳା ଡାକ୍ତରଙ୍କୁ ବିବାହ କରିଥିଲେ ନକଲି ଡାକ୍ତର ।

ନାଏବ ସରପଞ୍ଚ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧

ଭିଜିଲାନ୍ସକୁ ଚ୍ୟାଲେଞ୍ଜ ଦେଲେ ପତ୍ନୀ

ପୁଳାପୁଳା ଟଙ୍କା । ଗଣ୍ଡାଗଣ୍ଡା ଗାଡି ।ଚାରି ଚାରିଟା ଘର ଠାବ ହେବା ପରେ ଆଜି ଗିରଫ ହୋଇଛନ୍ତି କୋଟିପତି ଅତିରିକ୍ତ ଏସପି । ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ

ଆଜିଠୁ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍, କୋଲକାତାରେ ଖେଳାଯିବ ପ୍ରଥମ ମ୍ୟାଚ

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-୨୦ ସିରିଜ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଜି ପ୍ରଥମ ମ୍ୟାଚ୍ । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ । ଏଥର ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ ଅନୁଷ୍ଠିତ ହେବ । ୭୫ ପ୍ରତିଶତ ଦର୍ଶକରେ ଖେଳ ହେବ ବୋଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ଅନୁମତି

23ଟି ସ୍ଥାନରେ ନିର୍ବାଚନ ବନ୍ଦ

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ 23ଟି ସ୍ଥାନରେ ନିର୍ବାଚନ ବନ୍ଦ ରହିଛି । ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ, 3 ଜଣ ପଞ୍ଚାୟତ ସମିତି ପ୍ରାର୍ଥୀ, 6 ଜଣ ସରପଞ୍ଚ ପ୍ରାର୍ଥୀ, 13 ଜଣ ଓ୍ବାର୍ଡମେମ୍ବର

ମାଓ ପ୍ରବଣ ଅଞ୍ଚଳରେ ଉଡ଼ିଲା ଡ୍ରୋନ

ବଲାଙ୍ଗୀର : ମାଓ ପ୍ରବଣ ଅଞ୍ଚଳରେ ଉଡ଼ିଲା ଡ୍ରୋନ କ୍ୟାମେରା। ବଲାଙ୍ଗୀର ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ପାଟଣାଗଡ଼, ଖପ୍ରାଖୋଲା ଓ ବେଳପଡ଼ା ବ୍ଲକରେ ମତଦାନ ହୋଇଛି । ୨୯ ଜିଲ୍ଲା ପରିଷଦ ଆସନ, ୩୫୬ ସରପଞ୍ଚ ପ୍ରାର୍ଥୀ ଓ ୨୭୨ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୪୬ ବୁଥ

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ଶେଷ ହେଲା ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଶେଷ ହେଲା ମତଦାନ । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବୁଠି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଛି । ପ୍ରତି ବ୍ଲକ ହେଡକ୍ୱାଟରରେ

ସଂଗୀତକାର ବାପି ଲାହିରିଙ୍କର ଆଭୂଷଣ ପ୍ରତି ଥିଲା ଅହେତୁକ ଦୁର୍ବଳତା

ପ୍ରଥମେ କୋକିଳ କଣ୍ଠୀ ଲତା ମଙ୍ଗେସକର ସାରା ଦେଶକୁ ଲୁହର ସାଗରରେ ଭସାଇ ଚାଲି ଯାଇଥିବା ବେଳେ ଆଜି ପୁଣି ଏକ ଦୁଃଖଦ ଖବର ସିନେ ଜଗତକୁ ଦୋହଲାଇ ଦେଇଛି। ଚାଲି ଯାଇଛନ୍ତି ବାପି ଲାହିରି। ସୁନାକୁ ଭଲ ପାଉଥିବା ଜଣେ ସୁନା। ୮୦ ଓ ୯୦ ଦଶକରେ ଭାରତରେ ଡିସ୍କୋ ସଂଗୀତକୁ ଲୋକପ୍ରିୟ କରିଥିବା

ବଳପୂର୍ବକ ଭୋଟଦାନ କରି ଯୁବକ ଗିରଫ

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଯାଜପୁରରେ ବଳପୂର୍ବକ ଭୋଟଦାନ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୁବକଙ୍କୁ ଗିରଫ କରିଛି ପୋଲିସ । ବିଚିତ୍ରପୁର ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ଘଟିଛି ଏହି

ବରଗଡ଼ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ

ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ । ସେ ସୂର୍ୟ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଯାହାଫଳରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ସୂଚନା