Odia News Portal

ପାଠ ପଢାକୁ ନେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଆସନ୍ତା ବର୍ଷ ଦୀର୍ଘ ୧୩ ଦଶନ୍ଧି ଅର୍ଥାତ ୧୩୦ ବର୍ଷ ପୂରଣ କରିବ ଗୋପାଳପୁରସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏତେ ପୁରୁଣା ଓ ଭବ୍ୟ ଶିକ୍ଷାନୁଷ୍ଠାନକୁ ଆଜି ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ। ସେଠି ବିଦ୍ୟାଳୟର ସୁନ୍ଦର ପରିବେଶ

ବିବାହ କଲେ ପୱନଦୀପ-ଅରୁଣିତା:ଭାଇରାଲ ହେଉଛି ଫଟୋ

ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। କୁହାଯାଉଥିଲା କି ଦୁହିଁ ପ୍ରେମ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍ ମଧ୍ୟ

ବିବାହ କଲେ ପୱନଦୀପ-ଅରୁଣିତା:ଭାଇରାଲ ହେଉଛି ଫଟୋ

ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। କୁହାଯାଉଥିଲା କି ଦୁହିଁ ପ୍ରେମ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍ ମଧ୍ୟ

୫ ରାଜ୍ୟରେ ବିଧାନସଭା ନିର୍ବାଚନ

ଆଗାମୀ ବର୍ଷ ୨୦୨୨ ରେ ହେବାକୁ ଯାଉଛି ନିର୍ବାଚନ । ୟୁପି,ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ହେବ ନିର୍ବାଚନ । ସୂଚନାନୁଯାୟୀ ଶାସକ ଦଳ ପୁଣି କ୍ଷମତାକୁ ଫେରିବା କଷ୍ଟ କରହୋଇପାରେ ବୋଲି ଅନୁମାନ କରାଯାଉଛି । ଆଗକୁ ଆସୁଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ଭେ ହୋଇଥିଲା

ତୃତୀୟ ଲହରୀ ମୁକାବିଲା ପାଇଁ ଆମେ ପ୍ରସ୍ତୁତ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି କି ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁଁ ଆମେ ପ୍ରସ୍ତୁତ ରହିଛୁ। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ। ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର

ରାଜ୍ୟରେ ଆଉ ୧୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୨.୦୭ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୨୭ ପ୍ରତିଶତ । ସଂକ୍ରମିତଙ୍କ

ପୁଣି ଧାରଣାରେ ବସିଲେ ତପସ୍ୱିନୀ

ସ୍ୱାମୀକୁ ନପାଇ ପୁଣି ଧାରଣାରେ ବସିଲେ ବୋହୁ ତପସ୍ୱିନୀ ଦାସ । ତପସ୍ୱିନୀ - ସୁମିତ ପାରିବାରିକ ବିବାଦ ଏବେ ଆଉ ଏକ ମୋଡ଼ ନେଇଛି। ତପସ୍ୱିନୀଙ୍କ ପିଟିସନ ଖାରଜ କଲେ କୋର୍ଟ । ଶାଶୂଘରେ ରହିବାକୁ ଅନୁମତି ଦେଲେନି SDJM । ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଲେ । କୋର୍ଟଙ୍କ ଏଭଳି ରାୟ

ଶୀତଦିନେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ୩ଟି ଜିନିଷ

ଶୀତ ଋତୁରେ ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ଉଷୁମ ପାଣି ପିଇବାକୁ ପସନ୍ଦ କରନ୍ତି । ଉଷୁମ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ନିୟମିତ ଉଷୁମ ପାଣି ପିଉଛନ୍ତି ତେବେ ଆପଣ ଅନେକ ରୋଗରୁ ଦୂରେଇ ରହିପାରିବେ । ତେବେ ଜାଣନ୍ତୁ ଉଷୁମ ପାଣି କେତେ

ଆଶାକର୍ମୀଙ୍କ ଦରମା ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ୟ୍ୟାଳୟରେ ୫ ବିଜେଡ଼ି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାଂସଦ ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ପୂର୍ବତନ

୧୦ ବର୍ଷ ପୁରୁଣା ଡିଜେଲ ଗାଡିର ଲାଇସେନ୍ସ ହେବ ବାତିଲ

ଦିଲ୍ଲୀ ସରକାର ୧ ଜାନୁଆରୀ ୨୦୨୨ରୁ ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ରେଜିଷ୍ଟ୍ରସନ ରଦ୍ଦ କରିବାକୁ ଯାଉଛି। ଏହା ପରେ ସରକାରଙ୍କ ତରଫରୁ ଏକ ଘଙଉ ଜାରି କରାଯିବ। ଯାହା ପରେ ଗାଡି ମାଲିକ ଅନ୍ୟ ରାଜ୍ୟରେ ସେହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିପାରିବେ। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ