Odia News Portal

ବିଜେଡିରେ ମିଶିଲେ ବିଜେପି ଜିଲ୍ଲାପରିଷଦ ଅଧ୍ୟକ୍ଷା

ଗଜପତିରେ ଭାଙ୍ଗୁଛି ବିଜେପିର ବଳ। ବଢୁଛି ବିଜେଡ଼ିର ବଳ। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଆଜି ମୋହନାରେ ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା

ପୁଣି ବର୍ଷାରେ ଭିଜିବ ଓଡିଶା

ଓଡ଼ିଶାର ପିଛା ଛାଡୁନି ପଶ୍ଚିମା ଝଡ । ଆଜିଠୁ ପୁଣି ଭିଜିବ ଓଡ଼ିଶା । ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡ଼ିବ ।

୭ ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ

ରାଜଧାନୀରେ ଚାଞ୍ଚଲ୍ୟ । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ଜାଗାକୁ କାଚ ବୋତଲରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଏପରିକି ଛାତ୍ରଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଅପହରଣକାରୀଙ୍କ

ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ବୃଦ୍ଧି

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି। ପୂର୍ବରୁ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା। ତେବେ ଆଉ ୬ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିକଟରୁ ରାଜ୍ୟ ଆଇନ ବିଭାଗ ଓ ଉଚ୍ଚ ନ୍ୟାୟାଳୟକୁ ଚିଠି ଆସିଛି। ବିଚାରପତିଙ୍କ

ପରଲୋକରେ ମହାଭାରତ ର ଭୀମ

ଲତାଙ୍କ ନିଧନ ଦୁଃଖରୁ ଦେଶବାସୀ ବାହାରି ନଥିବାବେଳେ ଏବେ ମନୋରଞ୍ଜନ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ମହାଭାରତର ଭୀମ । ପରଲୋକରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରବୀଣ କୁମାର ସୋବତି । ୭୪ ବର୍ଷ ବୟସରେ ଦୁନିଆରୁ ବିଦାୟ

ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ରାଜ୍ୟସଭାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ୟ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି

ମୋବାଇଲ ରିପ୍ୟାରିଂ ଦୋକାନୀଙ୍କୁ ଡିସିପିଙ୍କ କଡ଼ା ଚେତାବନୀ

ମୋବାଇଲ ଫୋନ ରିପ୍ୟାରିଂ ଦୋକାନୀଙ୍କୁ କଡା ଚେତାବନୀ । ଚୋରି ମୋବଇଲ ଫୋନ ରିପ୍ୟାରିଂ କିମ୍ବା ପାସଓ୍ଵାର୍ଡ ଫିଟାଇବାକୁ ଆସୁଥିବା ଲୋକଙ୍କ ଡାଟା ରଖିବାକୁ ତାଗିଦ୍ କରିଛନ୍ତି ଡିସିପି । ମୋବାଇଲ ଦୋକାନୀଙ୍କ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଚୋରି ମୋବାଇଲ ଫୋନ

ନୟାଗଡ ହସ୍ପିଟାଲରେ ନବଜାତକ ଶିଶୁ ନିଖୋଜ ଘଟଣା

ନୟାଗଡ ମେଡିକାଲରେ ନବଜାତକ ଶିଶୁ ନିଖୋଜ ଘଟଣାରେ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶାକର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁଙ୍କ ସ୍ତ୍ରୀ ଜଲି ଗତ ୨୮ତାରିଖ ଦିନ ପ୍ରସବ ପାଇଁ ଆଶାକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି

ଠେଙ୍ଗାରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା: ଥାନା ହରିଡ଼ାବାଡ଼ି ଗାଁରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ କଇଆଡିହ ଗାଁର ଭଗବାନ ବେହେରା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ହରିଡ଼ାବାଡ଼ି ଗାଁର ହାଡିବନ୍ଧୁ

ବିଏସକେୱାଇ ରୁ ଲାଭ ପାଇଲେ ଗରିବ ମହିଳା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଦ୍ୱାରା ଉପକୃତ ହୋଇଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନାମ। କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ପାଇ ପାରିଛନ୍ତି ବ୍ରହ୍ମପୁର ପ୍ରେମନଗର ଅଞ୍ଚଳର ଜଣେ ଗରିବ ମହିଳା ପି.ଲକ୍ଷ୍ମୀ। ସେ ଅନେକ ଦିନ ଧରି ବ୍ରେନ୍