Odia News Portal

ନବ ବର୍ଷରେ ପୁରୀ ଗସ୍ତ କଲେ ପାଣ୍ଡିଆନ

ନୂଆ ବର୍ଷରେ ପୁରୀ ଗସ୍ତ କରି କାମ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଶ୍ରୀମନ୍ଦିର ଚାରିପାଖ କାମ ପରିଦର୍ଶନ କରିଛନ୍ତି । ୭୫ମିଟର ସୁରକ୍ଷା କରିଡର ନିର୍ମାଣ କାର୍ୟ୍ୟ ତଦାରଖ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କଟକଣା ଯୋଗୁଁ ମନ୍ଦିର ଭିତରକୁ ନଯାଇ ବାହାରେ

୫ ଦିନ ହେବ ମାଆ ପୁଅଙ୍କୁ ଗୃହ ବନ୍ଦୀ

ଭୁବନେଶ୍ୱର: ଦୁଇ ମହଲା ଘରେ ମାଆ ପୁଅ ଅଛନ୍ତି ବନ୍ଦି ଅବସ୍ଥାରେ ।ସି ଆର ପି ଛକ ସ୍ଥିତ ପ୍ରିୟଦର୍ଶନୀ ମାର୍କେଟ ପଚ ପଟେ ଏକ ଘରେ ବନ୍ଦୀ । ମାଆ ପୁଅଙ୍କୁ ୫ ଦିନ ହେବ ବାହାରୁ କେହି ତାଲା ପକେଇ ଦେଇଛି । ନିଜ ଘରେ ସେମାନଙ୍କୁ ବନ୍ଦୀ କରାଯାଇଛି । ଜାଗା ବାଡିକୁ ନେଇ ଏଭଳି ପରିସ୍ଥିତି ହୋଇଛି

ଆଜି ରାଜ୍ୟରେ ୨୯୮ କୋରୋନା ଆକ୍ରନ୍ତ ଚିହ୍ନଟ

ଓଡିଶାରେ ୨୪ ଘଣ୍ଟାରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।

ବର୍ଷ ଆରମ୍ଭରୁ ଘଟିଲା ଅଘଟଣ

ଚଣ୍ଡିଗଡ଼: ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ସହ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଅନୁଯାୟୀ, ଡାଡମ

ଶୁଭେଚ୍ଛା ନାଁ ରେ ଛାଇ ଗଲାଣି ଆଶାୟୀ ପ୍ରାର୍ଥୀଙ୍କ ବ୍ୟାନର

ମାଲକାନଗିରି: ଇଂରାଜି କ୍ୟାଲେଣ୍ଡର ନବବର୍ଷ ୨୦୨୨ ଆଣିଦେଇଛି ରାଜନେତାଙ୍କ ପାଇଁ ନିଆରା ବର୍ଷ । । ଆଗକୁ ଅସୁଛି ପଞ୍ଚାୟତ ନିର୍ବାଚନ । କେତେକ ଅଚିହ୍ନା ମୁହଁ ସହ ପ୍ରମୁଖ ରାଜନୈତିକ ଦଳର ଥିବା ନେତାଙ୍କ ଚେହେରା ଶୁଭେଚ୍ଛା ବ୍ୟାନର ରେ ରାସ୍ତାଘାଟ କାନ୍ଥବାଡ଼ରେ ଛାଇ ଗଲାଣି। ଏମଭି ୭୯ ଛକରେ

ନବ ବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ

ନିଜ ସ୍ତ୍ରୀ କୁ ପ୍ରେମିକ ସହ ବିବାହ କରାଇଲା ସ୍ୱାମୀ

କୈାଣସି ଫିଲ୍ମ ନୁହେଁ ରିଅଲ ଲାଇଫ୍ ରେ ଘଟିଛି ଏକ ଅଜବ ଘଟଣା ।ନିଜ ସ୍ତ୍ରୀ କ ୁପ୍ରେମିକ ସହ ବିବାହ କରାଇଛି ସ୍ୱାମୀ ।ଏହା ବିଷୟରେ ଯିଏ ଶୁଣୁଛି ସେ ସେହି ସ୍ୱାମୀଙ୍କୁ କରୁଛନ୍ତି ପ୍ରଶଂସା । ଏହି ମାମଲା ଗୋଟିଏ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏହି ଖବର ଚହଳ ସୃଷ୍ଟି କରିଥିଲା। କାହିଁକିନା

ଜାନୁଆରୀ ୩ ରୁ ଦିଆଯିବ ଟିକା

୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଆଜିଠାରୁ କୋ-ଓ୍ଵିନ୍ ଆପ୍‌ରେ କରିପାରିବେ ପଞ୍ଜିକରଣ । ଦଶମ ଶ୍ରେଣୀର ପରିଚୟ ପତ୍ରକୁ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଏବଂ ଅନ୍ୟ ପରିଚୟ ପତ୍ର ନଥିବ ସେମାନେ ଆଇଡେଣ୍ଟି

ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ

ନୂଆବର୍ଷରେ ରାଜଧାନୀରେ ନିର୍ମମ ହତ୍ୟା । ଯୁବକଙ୍କୁ ପିଟିପିଟି ହତ୍ୟାକଲେ ଦୁର୍ବୃତ୍ତ । ସୁନ୍ଦରପଦା ନୂଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସେହି ଅଞ୍ଚଳର ଦିପୁ ରାଉତ । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନୂଆସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ପାଇଁ ଭୋଜି କରୁଥିଲେ ।

ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବଢିଲା ମହଙ୍ଗା ଭତ୍ତା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ପେନସନ