Odia News Portal

ରାଜ୍ୟରେ କମୁଛି ଶୀତର ଳହରୀ

ଏବେ ରାଜ୍ୟରେ ଶୀତର ଲହରୀ କମି କମି ଯାଉଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ

ଘରେ ପଶି ଦୁଷ୍କର୍ମ ଅଭିଯୋଗ

ଘରେ ପଶି ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ଦୁର୍ବତ୍ତ । ଏହିଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁରୁ । ଅଭିଯୋଗ ଅନୁସାରେ, ୨୪ ତାରିଖ ରାତିରେ ୨ ଜଣ ଦୁର୍ବୃତ୍ତ ବ୍ରାହ୍ମଣୀ ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଦମ୍ପତିଙ୍କୁ ମାରଧର କରିବା ସହ

ଓଡିଶାରେ ଓମିକ୍ରନ ସଂଖ୍ୟା ୮ ରେ ପହଞ୍ଚଲା

ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ।ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବିଦେଶ ଫେରନ୍ତା । ୪ ଜଣଙ୍କ ମଧ୍ୟରୁ ୨ ଜଣ ନାଇଜେରିଆରୁ ଫେରିଥିଲେ । ଆଉ ଦୁଇ ଜଣ ୟୁଏଇ ଫେରନ୍ତା । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଥିମଧ୍ୟରୁ ନାଇଜେରିଆ

ଜନ୍ମଦିନ ପୂର୍ବରୁ ସଲମାନ୍ ଖାନ୍ ଙ୍କୁ ଦଂଶିଲା ସାପ

ଜନ୍ମଦିନର ଦିନକ ପୂର୍ବରୁ ବଲିଉଡ ର ଭାଇଜାନ୍ ସଲମାନ୍ ଖାନ୍ ଙ୍କୁ ଦଂଶିଲା ସାପ ।ଶନିବାର ବିଳମ୍ବିତ ରାତିରେ ପନବେଲ ସ୍ଥିତ ଫାର୍ମ ହାଉସ୍ରେ ଏକ ସାପ ସଲମାନ୍ଙ୍କୁ କାମୁଡ଼ିଛି। ରିପୋର୍ଟ ମୁତାବକ, ସଲମାନ୍ ଖାନ୍ଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ

ଡିସେମ୍ବର ୨୮ ରୁ କର୍ଣ୍ଣାଟକରେ ଲାଗୁ ହେଲା ନାଇଟ କର୍ଫ୍ୟୁ

କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ । ୧୦ ଦିନ ପାଇଁ ଲାଗୁ ହେବ ନାଇଟ କର୍ଫ୍ୟୁ । ଓମିକ୍ରନ କେସ କୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ଡିସେମ୍ବର ୨୮ ରୁ ଜାନୁଆରୀ ୭ ପର୍ଯ୍ୟନ୍ତ ସକାଳ ୧୦ ରୁ ସଂନ୍ଧ୍ୟା ୫ ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ । ଏହା ସହ ନୂଆବର୍ଷ ପାର୍ଟି ଓ ସମାବେଶ

ଯୁବରାଜ ସିଂ ଙ୍କ ବ୍ୟାଟ ଗଲା ମହାକାଶକୁ

ପ୍ରଥମ ଥର ପାଇଁ ମହାକାଶକୁ ଗଲା ଯୁବରାଜ ସିଂଙ୍କ ଐତିହାସିକ ବ୍ୟାଟ । ଏ ନେଇ ସେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ଗତ ୨୦୦୩ ମସିହାରେ ଯୁବରାଜ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଦିନିକିଆ ଶତକ ଅର୍ଜନ କରିଥିବାରୁ ଉକ୍ତ ମ୍ୟାଚରେ ବ୍ୟବହାର କରିଥିବା ବ୍ୟାଟଟି ତାଙ୍କ ପାଇଁ ଖାସ୍

ଚିତ୍ତ ପଲେଇ ମୃତ୍ୟୁ ମାମଲା ଆଜି ତଦନ୍ତ ର ଶେଷ ଦିନ

ଚିତ୍ତ ପଲେଇ ମୃତ୍ୟୁ ମାମଲାରେ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତଙ୍କୁ ଚାଲିଛି ପଚରା ଉଚରା । ଦୁଇ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀ ଓ ଅଶେକ ଉପାଧେୟଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରୁଛି । କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ କ୍ରାଇମବ୍ରଞ୍ଚ ଟିମ୍ ପଚରା ଉଚରା

ରାଜ୍ୟରେ ୧୧୨ କୋରେନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୬୭ ଓ ସ୍ଥାନୀୟ ଅଂଚଳରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ ବୟସର ୧୭ ଜଣ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬, କଟକରୁ ୧୩, ସୁନ୍ଦରଗଡରୁ ୫,

ବିଜେଡି ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ନବୀନଙ୍କ ଶୁଭେଛା

ବିଜେଡି କର୍ମୀଙ୍କୁ ଶୁଭେଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ହେଉଛି ବିଜେଡିର ୨୫ ତ୍ତମ ପ୍ରତିଷ୍ଠା ଦିବସ । କର୍ମୀଙ୍କ ନିରନ୍ତର ଭଲପାଇବା ଓ ଉତ୍ସର୍ଗୀକୃତ କାର୍ୟ୍ୟ ପାଇଁ ବିଜେଡି ଆଜି କୋଟି କୋଟି ଓଡିଆଙ୍କ ବଳ ସାଜିଛି ବୋଲି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି

ନୂଆ ବର୍ଷରେ ଶୁଭାରମ୍ଭ “ମୁଁ ତ ନଥିଲେ କିଛି ହେବନି”

ଭୁବନେଶ୍ୱର: ମନୋରଞ୍ଜନ ଦୁନିଆରେ ଯୋଡି ହେଲା ଆଉ ଏକ ଫର୍ଦ । ବଡଦିନରେ ଏକ ଶୁଭ କାର୍ୟ୍ୟରୁ ଆରମ୍ଭ ହୋଇଛି ବ୍ଲିସ ଏଣ୍ଟର୍ଟେନମେଣ୍ଟ । ଓଲିଉଡ଼ରେ ଆଜି ଏଣ୍ଟ୍ରି ମାରିଛି ଏହି ପ୍ରଯୋଜନା ସଂସ୍ଥା । ଏହି ସଂସ୍ଥା ଭୁବନେଶ୍ୱରର ସତ୍ୟବିହାର ଠାରେ ଆୟୋଜିତ ହୋଇଥିଲା । ଏସମ୍ପର୍କରେ ଯୁବ