Odia News Portal

ଏସଡିଜେଏମ କେ କୋର୍ଟ ନିର୍ଦ୍ଦେଶକୁ ଚ୍ୟାଲଞ୍ଚ କରି ଉପର କୋର୍ଟ ଗଲେ ସୁମିତ

ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତଙ୍କ ଓକିଲ ଉପର କୋର୍ଟରେ ଆବେଦନ କରିଛନ୍ତି। ଏନେଇ ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର କୁମାର ବେହେରା। ପୂର୍ବରୁ ସୁମିତ ଓ

ରାଜଧାନୀରେ ମାତିଛନ୍ତି ମହିଳା ପକେଟ୍ ମାରୁ ଗ୍ୟାଙ୍ଗ୍

ରାଜଧାନୀରେ ମାତିଛନ୍ତି ପକେଟ୍ ମାର ନାବାଳିକା ଗ୍ୟାଙ୍ଗ୍ । ଭୁବନେଶ୍ବର ସ୍ଥିତ ରସୁଲଗଡ ଅଞ୍ଚଳରେ ଥିବା ଏହି ଗ୍ୟାଙ୍ଗର କିଛି ସଦସ୍ୟ ଯାତ୍ରୀଙ୍କ ବ୍ୟାଗରୁ ଲୁଟ୍ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକ । ଏନେଇ ଅଭିଯୋଗ ହେବା ପରେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି

କିଏ ହେବେ ନୂଆ ସିଡିଏସ

ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍ ଏମ୍ ନରୱଣେଙ୍କୁ ‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତ୍ଙ୍କ ଦୁଃଖଦ ନିଧନ ପରେ ଏହି ପଦ ଖାଲି ପଡ଼ିଥିଲା । ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ନ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୪ ନୂଆ କରୋନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୧.୨୯ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୨୫ ପ୍ରତିଶତ । ସଂକ୍ରମିତଙ୍କ

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୈନିକ ଭାବେ କରୋନାର ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବା ଦେଖାଯାଉଛି। ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି। ସେହିପରି

ଗରିବଙ୍କ ମୁହଁରେ ହସ ଫୁଟାଉଛି ସ୍ମାର୍ଟ ହେଲଥ୍ କାର୍ଡ

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡଧାରୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଦୁଇମାସ ତଳେ ସଦର ବ୍ଲକ ଅନ୍ତର୍ଗତ ଗଣନାଥପୁର ଗ୍ରାମ ର ଶ୍ରୀ ଅରକ୍ଷିତ ମହାଖୁଡ଼ ନାମକ ବ୍ୟକ୍ତି ସାଇକେଲ ରେ ଆସୁଥିବା ବେଳେ ପଡ଼ିଯାଇ ତାଙ୍କ ଜଙ୍ଘ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିଲା କ୍ଷ ତାପରେ ସେ

ସ୍ଥଗିତ ହେଲା ମିସ୍ ଓ୍ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା

ମିସ୍ ଓ୍ୱାର୍ଲ୍ଡ ୨୦୨୧ ସ୍ଥଗିତ । ମିସ୍ ଇଣ୍ଡିଆ ମନାସା ସମେତ ୧୭ ପ୍ରତିଯୋଗୀ କରୋନା ପଜିଟିଭ। ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତାର ଉଦଯାପନୀ ଦିବସ ସେନଜୁୟାନର ଡି ପିୟୁର୍ଟୋ ରିକୋରେ ହେବାର ଥିଲା। ମାତ୍ର ଏହା ପୂର୍ବରୁ ଏହାକୁ ସ୍ଥଗିତ କରିଦିଆଯାଇଛି। ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା

ଦୁର୍ଘଟଣାରୁ ରକ୍ଷା କରିବ ‘ରକ୍ଷକ’ ତାଲିମ ପ୍ରଶିକ୍ଷଣ

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଛି ରକ୍ଷକ ତାଲିମ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମଟି କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ତରଫରୁ ଆୟୋଜିତ ହୋଇଛ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର

କଟକ ସଦର ବିଧାୟକ ବାଣ୍ଟିଲେ ‘ସ୍ମାର୍ଟ କାର୍ଡ’,ଉପକୃତ ହେବେ ହିତାଧିକାରୀ

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ । କଟକ କିଲ୍ଲା ପଡିଆରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଜିଲ୍ଲାର ସାଲେପୁରରେ କାର୍ଡ ବଣ୍ଟନ କରିଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା । କଟକସଦର ବ୍ଲକର

ଚୁଟି ଝଡୁଥିଲେ ମାତ୍ର ୧୦ ମିନିଟ୍ କରନ୍ତୁ ଏହି କାମ, ଆଉ ଦେଖନ୍ତୁ ଫାଇଦା

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ପୁଅ ହୁଅନ୍ତୁ କି ଝିଅ ସମସ୍ତଙ୍କ ଥରେ କେଶ ଝଡ଼ିବା ସମସ୍ୟା ଦେଖାଦେଉଛି। ଯଦି ଆରମ୍ଭରୁ ଏହାକୁ ରୋକା ନ ଯାଏ ତେବେ ଭବିଷ୍ୟତରେ ଚନ୍ଦା ହେବା ଆଶଙ୍କା ରହିଛି। ଏଣୁ ଚୁଟି ଝଡ଼ୁଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖନ୍ତୁ। ନଚେତ ଯୋଗ ପ୍ରାଣାୟମ