ଭାକସିନ ନେଲେ ବି ରହିଛି ଓମିକ୍ରନ ଭୟ
ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି ।
ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଗବେଷକଙ୍କ କହିବାନୁସାରେ, ଓମିକ୍ରନ୍!-->…
