ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ୱବର୍ତ୍ତୀ ରୟାଲସୀମା ଅଞ୍ଚଳ ଉପରେ ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି । ଯାହାକି ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡିଶା ଯାଏ ସମୁଦ୍ର ପତ୍ତନଠାରୁ ୧.୫ କି.ମି ଯାଏ ଲମ୍ବିଛି । ପ୍ରଭାବରେ ଓଡ଼ିଶାରେ ପାଗ ମୁଖ୍ୟତଃ କୋହଲା!-->…
