Odia News Portal

ଜାଣନ୍ତୁ ଘରେ ବସି କେମିତି ଡାଉନଲୋଡ଼ କରିବେ ଗାଡ଼ି କାଗଜପତ୍ର

ଭୁୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଖୁସୀ ଖବର । ଏଣିକି ଘରେ ବସି ଗାଡିର ସମସ୍ତ କାଗଜପତ୍ର ଡାଉନଲୋଡ କରିପାରିବେ । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତି ହେଉଛି । ଏହି ସୁବିଧା ନୂଆ ବର୍ଷରୁ ଉପଲବ୍ଧ ହେବ । ପୋଲିସ

ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଦୃଶ୍ୟ

କେନ୍ଦ୍ରାପଡ଼ା: ଜନସେବା କେନ୍ଦ୍ରରେ ପଶିଲେ ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କେନ୍ଦ୍ରାପଡା ସଦର ଥାନା ଚାନ୍ଦୋଳ ହାଟରେ ଥିବା ଜନସେବା କେନ୍ଦ୍ରରୁ ଏହି ଲୁଟ୍ ହୋଇଛି। ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ସନ୍ଧ୍ୟାରେ ଦୁଇଜଣ ମହିଳା କର୍ମଚାରୀ

ଉଦ୍‌ଘାଟିତ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସୁଲତାନ୍ପୁରରେ ଏକ୍ସପ୍ରେସ ୱେ ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଉଦ୍ଘାଟନ ଅବସରରେ ପୂର୍ବାଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭୋଧନ । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ହେବ ଉତ୍ତରପ୍ରଦେଶ ବିକାଶର ଏକ୍ସପ୍ରେସ୍ ବୋଲି ମୋଦି କହିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ର କୋପ କମିଛି। ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏବେ

ଷଷ୍ଠ, ସପ୍ତମ ପିଲା ବିଦ୍ୟାଳୟ ମୁହାଁ : ଚାପରେ ଶିକ୍ଷକ ଶିକ୍ଷୟତ୍ରୀ, କଟକଣା ପାଳନ ଚିନ୍ତା

ଭୁବନେଶ୍ୱର : ସରକାରୀ ଘୋଷଣା ମୁତାବକ ଆଜି ଠାରୁ ଷଷ୍ଠ ଓ ସପ୍ତମଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ଖୁସି ଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ କିନ୍ତୁ ଚାପରେ ଅଛନ୍ତି । ବିଶେଷକରି କୋଭିଡ କଟକଣାକୁ ବିଦ୍ୟାଳୟରେ କିଭଳି ପାଳନ କରାଯିବ ସେହି ଚିନ୍ତା ଏବେ

ଶ୍ରୀମନ୍ଦିର ଐତିହ୍ୟ କରିଡର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ଐତିହ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣ କାର୍ୟ୍ୟ ଆରମ୍ଭ ପୂର୍ବରୁ ଏକ ଯଜ୍ଞ ଅନୁଷ୍ଠିତ ହେବ। ୨୧ରେ ଅଙ୍କୁର ରୋପଣ ପରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଉତ୍ତରଦ୍ୱାର ସମ୍ମୁଖରେ ଯଜ୍ଞ ଆରମ୍ଭ ହୋଇ ୨୪

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍

ବାରିପଦା : ବର୍ତ୍ତମାନ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ । ବନ୍ଧୁକ ଦେଖାଇ ଲୁଟ୍ କରୁଛନ୍ତି ଲୁଟେରା । ବାରିପଦା ସଦରଥାନାର ମଞ୍ଚାବନ୍ଧା ଏସ୍ଆର୍ ପେଟ୍ରୋଲ୍ ପମ୍ପରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ୍ ପମ୍ପରୁ ଗତ ରାତିରେ

ତାତିଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ତାତିଲେ କଂଗ୍ରେସ କର୍ମୀ । ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ନାରାବାଜି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଦେଖିବାକୁ ମିଳିଛି ବିକ୍ଷୋଭ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ମମିତାଙ୍କ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ୨୦୬ ଜଣ ନୂଆ କୋଭିଡ ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ସଂକ୍ରମିତ ୮୫ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୨ ଜଣ ରହିଛନ୍ତି

ଦିଲ୍ଲୀରେ ବଢ଼ୁଛି ବିଷ ବଳୟ, ଲୋକେ ହନ୍ତସନ୍ତ

ନୂଆଦିଲ୍ଲୀ : ଚିନ୍ତା ବଢ଼ାଇଲା ପ୍ରଦୂଷଣ ମାତ୍ରା । ସୋମବାର ଦିନ ଦିଲ୍ଲୀରେ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଆସିବା ପରେ ବାୟୁଗୁଣବତ୍ତା ପୁଣି ଖରାପ ହେବାରେ ଲାଗିଛି । ପ୍ରଦୂଷଣ ମାମଲାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନେଇ ସତ୍ୟପାଠ ଦାଖଲ । ଦିଲ୍ଲୀ ,ପଞ୍ଜାବ, ହରିୟାଣା ଏବଂ ୟୁପି