Odia News Portal

ଚିନ୍ତା ବଢାଉଛି ବୁର୍ଲା ଭିମସାର

ସମ୍ବଲପୁର ବୁର୍ଲା ଭୀମସାର୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ପୂର୍ବରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ ଜଣେ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ପୁଣି ଏକ ବାତ୍ୟା ଆଶଙ୍କା

ଆସୁଛି ବଡ଼ ବର୍ଷା। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏପରିକି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।  ଆଇଏମ୍‌ଡି ଡିଜି

ଆସନ୍ତା ୨ରୁ ଓଡିଶାରେ ପୁଣି ବର୍ଷା

ଆସନ୍ତା ୨ ତାରିଖରୁ ପୁଣି ଓଡ଼ିଶାରେ ଲଘୁଚାପ ବର୍ଷା ସମ୍ଭାବନା । ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି

ହ୍ୱାଟ୍ସଆପ ପେ’ ୟୁଜର୍ସଙ୍କ ସଖ୍ୟା ୨ କୋଟି ଟପିଲା

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପରେ କିଛି ମାସ ହେଲା ପେମେଣ୍ଟ ସର୍ଭିସ ଆରମ୍ଭ ହୋଇଛି । ଯାହାର ୟୁଜର୍ସ ସଂଖ୍ୟା ମାତ୍ର କିଛି ଦିନ ଭିତରେ ୨ କୋଟି ପାର୍ କରିଛି । ଆଉ ୟୁଜର୍ସ ସଂଖ୍ୟା ୨ କୋଟି ପାର୍ କରିବା ପରେ ହ୍ୱାଟ୍ସଆପ୍ କମ୍ପାନୀକୁ ମିଳିଛି ଏକ ଖୁସି ଖବର । ନ୍ୟାସନାଲ ପେମେଣ୍ଟ

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତଙ୍କର ହେବ କୋଭିଡ ଟେଷ୍ଟ

ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟ । ବିଧାନସଭା ପରିସରରେ ଚାଲିଛି କୋଭିଡ଼ ଟେଷ୍ଟ । ସଦସ୍ୟଙ୍କ ସହ ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀଙ୍କର ଆରଟିପିସିଆର ସହ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟ କରାଯାଉଛି । ଏହା ୩ ଦିନ ଧରି ଚାଲିବ । ସେପଟେ ବିଧାୟିକା

ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ

ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଆଜି ବଲାଙ୍ଗୀରରେ ପହଞ୍ଚିଛନ୍ତି ପୋଲିସ ଡିଜି । ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ । ଏହି ବୈଠକରେ ଆଇଜି ଅପରେସନ ଅମିତାଭ ଠାକୁର , SIW DIG ଅନିରୁଦ୍ଧ ସିଂ ଏବଂ

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ରାଜଧାନୀ ଭୁବନେଶ୍ୱରରେ ମର୍ଣ୍ଣିଂୱାକରେ ବାହାରିଥିଲେ ଜଣେ ବ୍ୟବସାୟୀ ।ସେ ଜାଣି ନଥିଲେ ଯେ ତାଙ୍କୁ ଜଣେ ମାରିବାକୁ ଛକି ବସିଛି । ହେଲେ ଏହି କଥା ପୋଲିସକୁ ଜଣା ଥିଲା । ତେଣୁ ସୁପାରୀ କିଲର ଜଣକ କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଧରି ନେଇଥିଲା ପୋଲିସ । ଧରା ପଡିଥିବା ସୁପାରୀ କିଲର

ସୋମବାର ଠାରୁ ଦିଲ୍ଲୀରେ ଖୋଲିବ ସବୁ ସ୍କୁଲ

ରାଜଧାନୀରେ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ । ଆସନ୍ତା ସୋମବାରରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବ । ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା

ସିଦ୍ଧାର୍ଥଙ୍କ ଇଚ୍ଛାକୁ ପୂରଣ କରିବେ ପରିବାର ଲୋକେ

ପ୍ରସିଦ୍ଧ ଟିଭି ଅଭିନେତା ତଥା ବିଗ୍ ବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଏବେ ବି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି । ସିଦ୍ଧାର୍ଥଙ୍କ ସମ୍ପର୍କୀୟ ହୁଏତ ତାଙ୍କ ବିନା ବଞ୍ଚିବା ଶିଖିଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତିକୁ ଏବେ ଯାଏଁ ଭୁଲି ନାହାଁନ୍ତି। ଏବେ ଅଭିନେତାଙ୍କୁ

ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା କାର୍ଯ୍ୟ ଆରମ୍ଭ

ଶ୍ରୀକ୍ଷେତ୍ର ହେବ ଐତିହ ସହର । ଦେଶର ଅନ୍ୟାନ୍ୟ ଧର୍ମପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀ ମାନେ ପାଇବେ ସ୍ୱତନ୍ତ୍ର ବ୍ୟବସ୍ଥା । ଯାହାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି କାର୍ଯ୍ୟ । ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ