Odia News Portal

ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସ୍ୱାଧିକାର ନ୍ୟୁଜ : ସମ୍ବିଧାନ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଛନ୍ତି, ରାଜନୀତିରେ ପରିବାରବାଦ ଦେଶ ପାଇଁ ଚିନ୍ତାର କାରଣ । ପାରିବାରିକ ଦଳର କାରଣ ଏହା ନୁହେଁ କି,

ମିଳିଲା ନିଖୋଜ ଚାରି ସାଙ୍ଗଙ୍କ ମୃତଦେହ

ଭୁବନେଶ୍ୱର : ମିଳିଲା ନିଖୋଜ ୪ ଛାତ୍ରଙ୍କ ମୃତଦେହ । ମହାନଦୀରେ ଭାସି ଯାଇଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ବାହିନୀ । ଏମାନେ ସମସ୍ତେ ଚାଉଳିଆଗଂଜ ଥାନା ପୋତାପୋଖରୀ ଓ ବିନାୟକ ନଗରର ବୋଲି ଜଣାପଡିଛି । ଗତକାଲି ଅପରାହ୍ନରେ ୪ଜଣ ସାଙ୍ଗ

ସ୍ମାର୍ଟ ହେଲା ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଭୁବନେଶ୍ୱର : ବିଜୁ ସ୍ମାର୍ଟ କାର୍ଡ ତାଲିକାରେ ଯୋଡି ହେଲା ଆଉ ଗୋଟିଏ ଜିଲ୍ଲା । ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୫ଲକ୍ଷ ୧୩ ହଜାର ୩୫୨ ଜଣ ପରିବାର ଏହାଦ୍ୱାରା ଉପକୃତ ହେବେ । ଏହାସହ ବାଲେଶ୍ୱରବାସୀଙ୍କୁ ୧୪୭୬

ଅଣ୍ଡାମାଡ ଘଟଣାରେ ମୁହଁ ଖୋଲିଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଣ୍ଡାମାଡ ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ଅପରାଜିତା । ସେ କହିଛନ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି । ବାରମ୍ବାର ତାଙ୍କ ଉପରେ ଆକ୍ରମଣ କରାଯାଉଛି । ତେଣୁ ତାଙ୍କୁ

ଦାଢୀ ରଖିଥିବାରୁ ଛାଡପତ୍ର

ଉତ୍ତରପ୍ରଦେଶର ଆଲୀଗଡ଼ ଠାରେ ଜଣେ ମୁସଲିମ୍ ଧର୍ମଗୁରୁଙ୍କ ପତ୍ନୀ ସ୍ୱାମୀ ଦାଢି ରଖିଥିବାରୁ ଛାଡ଼ପତ୍ର ଦେବାକୁ ଧମକ ଦେଇଥିବା ଖବର ଏବେ ସାମ୍ନାକୁ ଆସିଛି । ତାଙ୍କ ପତ୍ନୀଙ୍କ କହିବା ମୁତାବକ “ମୁଁ ଜଣେ ମଡ଼େଲ ତେଣୁ ମତେ ବିନା ଦାଢୀ ବାଲା ସ୍ୱାମୀ ଦରକାର” । ତେବେ ଏହି ଦାଢିକୁ

ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ ଇନିସ୍ପେକ୍ଟର ଓ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।

ଭୁବନେଶ୍ୱର ଭରତପୁର ବସ୍ତିରୁ ଧଳା ଜହର ଜବତ

ରାଜଧାନୀରେ ବେଧଡକ୍ ଚାଲିଛି ନିଶା କାରବାର । ଗଞ୍ଜେଇ ଠାରୁ ନେଇ ବ୍ରାଉନସୁଗାର ପର୍ଯ୍ୟନ୍ତ ସୁବ ପ୍ରକାର ବେଆଇନ୍ ନିଶା ଦ୍ରବ୍ୟର ହବ୍ ପାଲଟିଛି ଭୁବନେଶ୍ୱର । ଏମିତି କି ଏବେ ଭୁବନେଶ୍ୱର ବସ୍ତି ଗୁଡିକ ନିଶା ଦ୍ରବ୍ୟ ଗୁଡିକର ମିନି ମାର୍କେଟ ପାଲଟିଛନ୍ତି । କାରଗିଲ ବସ୍ତି, ଭରତପୁର

ପରିବା ଦରରେ ନିଆଁ

ପରିବା ଦର ଆକାଶ ଛୁଆଁ । ପଡ଼ୋଶୀ ଯୋଗାଉଛନ୍ତି ଆମେ କିଣୁଛୁ । କାର୍ତ୍ତିକ ସରି ମାର୍ଗଶିର ମାସ ଆସିଲା, ତଥାପି ପନିପରିବା ଦର ତଳକୁ ଖସୁନି । ବଜାରକୁ ଯାଇ ପରିବା ଦର ପଚାରିଲେ ଲାଗୁଛି ଯେମିତି ଜଣେ ଆଉ ଜଣକୁ ଟକ୍କର ଦେଉଛି । ଯେଉଁ ଜିଲ୍ଳାର ପନିପରିବା ପଡ଼ୋଶୀ ଜିଲ୍ଳା ତଥା ପଡୋଶୀ ରାଜ୍ୟକୁ

ନଭେମ୍ବର ୩୦ ସୁଦ୍ଧା ଦର ହ୍ରାସ କରିବାକୁ ବିଜେଡି ଦେଲା ସମୟ

ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨. ୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା, ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି । ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ବିଜେଡିର ତିନି

କେମିତି ହେବେ ପତଳା

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ରହିଲେ ମଣିଷ ସତେଜ ରହିଥାଏ । ଏଥିସହ କାମ କରିବାକୁ ମଧ୍ୟ ଆଗ୍ରହ ହୁଏ । ପାଣିପାଗ ପରିବର୍ତ୍ତନରେ ଆମେ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ । ଏଥିପାଇଁ ପାଣିପାଗ ସହ ଖାପଖୁଆଇ ନିଜ ଶରୀରର ସଠିକ୍ ଧ୍ୟାନ ନିଅନ୍ତୁ । ଶୀତଦିନେ ବାହ୍ୟ ଶରୀର ସଙ୍ଗେ