Odia News Portal

ଆଜିଠୁ ଟ୍ୱିନସିଟିରୁ ହଟିବ କଟକଣା

ଭୁବନେଶ୍ୱର: ଆଜିଠୁ ହଟୁଛି କଟକଣା । ଟ୍ୱିନସିଟିରେ ଲାଗିଥିବା ପାର୍ବଣ କଟକଣା ଆଜିଠୁ ହଟିବ । ଫଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ବଦଳରେ ପୁଣିଥରେ ୧୦ଟା ଯାଏଁ ଖୋଲା ରହିବ । ଗତ ୧୧ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା । ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ

ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ପ୍ରତିଶ୍ରୁତି: ୟୁପିରେ କଂଗ୍ରେସ ସରକାର ଆସିଲେ ଝିଅଙ୍କୁ ମିଳିବ…

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ବିଜେପି ମାତ ଦେବା ଲାଗି କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି । ୟୁପିର ମଙ୍ଗ ଧରିଥିବା ପ୍ରିୟଙ୍କା ସରକାର ଗଠନ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । କଂଗ୍ରେସ ମହାସଚିବ ଓ ଉତ୍ତର ପ୍ରଦେଶରର ପ୍ରଭାରୀ

ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ଲଗାତାର ଭାବେ ବଢିଚାଲିଛି ତୈଳ ଦାମ୍ । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଆଜି ଦେଶରେ ପୁଣି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହାପରେ ଆଜି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୧୮,୪୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୨୭,୪୫୦କୁ ବୃଦ୍ଧି ପାଇଛି। ଆଉ ୧୬୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୫୨,୮୧୧ରେ ପହଞ୍ଚିଛି।

ମହାଲିଙ୍ଗ କଲେଜରେ ଡିଆଇଜି, ଏସପି

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ତଦନ୍ତ ନିମନ୍ତେ ମହାଲିଙ୍ଗ କଲେଜରେ ପହଞ୍ଚିଛନ୍ତି ଡିଆଇଜି ଏବଂ ଏସପି । ମହାଲିଙ୍ଗ କଲେଜରେ ପହଁଞ୍ଚିଛି ଜିଲ୍ଲା ପ୍ରଶାସନ । ତେବେ କଲେଜକୁ କେଉଁଠାରୁ ଆସୁଥିଲା ଟଙ୍କା ତାହା ଯାଞ୍ଚ ଚାଲିଥିବା ଜଣାପଡିଥିବା ବେଳେ ତହସିଲଦାର ସର୍ବେଶ୍ୱର ଜାଲ

ବଲାଙ୍ଗୀରରେ ବନ୍ଦର ପ୍ରଭାବ

ବଲାଙ୍ଗୀର: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ବନ୍ଦ ରହିଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ଏଭଳି ଲୋମ ହର୍ଷଣକାରୀ ବର୍ବର ତଥା ଜଘନ୍ୟହତ୍ୟାକାଣ୍ଡକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଓ ଆଜି ବଲାଙ୍ଗିର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ

ସୁବର୍ଣ୍ଣମେରୁଙ୍କ ହରଗୌରୀ ଯାତ୍ରା ଆରମ୍ଭ

ସୋନପୁର: ଗୌରୀଙ୍କ ନିମନ୍ତ୍ରଣରୁ ଆରମ୍ଭ ହେଲା ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା। ଗତ ରାତିରେ ପ୍ରଥମେ ମାଁବୁଢିମା ଙ୍କ ମନ୍ଦିର ସାମ୍ନାରେ କାଠିପକା ଯିବାପରେ ମାଁ ବୁଢିମାଙ୍କର ଆଜ୍ଞାନେଇ ଏକ ପଟୁଆରରେ ସୁବର୍ଣ୍ଣ ମେରୁଙ୍କ ଜମିରୁ ମା ଅନ୍ନପୂର୍ଣ୍ଣା ରୂପେ ଧାନଗଛକୁ ଆବାହନ କରି

ବଟି ଆଦାୟ କରୁଥିଲେ ସାମ୍ବାଦିକ, ସୁପ୍ରିମକୋର୍ଟରେ ମାମଲା

ଜଗତସିଂହପୁର: ପୁଣି କିଛି ଅସାଜିକ ବ୍ୟକ୍ତି ସାମ୍ବାଦିକ ଭଳି ପବିତ୍ର ଶବ୍ଧରେ ଲଗାଇଛନ୍ତି କଳଙ୍କ । ଖବର ପରିବେଶଣ କରିବାର ଧମକ ଏବଂ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ଠକୁଥିଲେ । ଲୋକଙ୍କୁ ଠକୁଥିବା ଅଭିଯୋଗ ଆସିଛି ୩ ଜଣ ସାମ୍ବାଦିକଙ୍କ ନାଁରେ । ପାରାଦୀପ ଓ କୁଜଙ୍ଗର କିଛି ସାମ୍ବାଦିକ

ଆଜିଠୁ କ୍ଲାସରୁମରେ ବସି ପାଠ ପଢ଼ିବେ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ

ଭୁବନେଶ୍ୱର: କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ଅନଲାଇନରେ ଚାଲିଥିଲା ପାଠପଢ଼ା । କିନ୍ତୁ ଧିରେ ଧିରେ କଟକଣା କୋହଳ ହେବା ପରେ ଆଜିଠୁ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । ଚଳଚଞ୍ଚଳ ହୋଇଛି କ୍ୟାମ୍ପସ, ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। ଅନଲାଇନ୍ ନୁହେଁ ଶ୍ରେଣୀ ଗୃହରେ ହେବ

ପୁଲିସ ସହିଦ ଦିବସ ପାଳିତ

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ୬୨ ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ଦେଶରେ ଚଳିତ ବର୍ଷ ୩୭୭ ଜଣ ପୁଲିସ ଅଧିକାରୀ ସହିଦ