Odia News Portal

ଥରିଲାଣି ଦାରିଙ୍ଗବାଡ଼ି

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଥଣ୍ଡାର ପ୍ରଭାବ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ, ସବୁଠୁ ଥରାଇଲାଣି ଥଣ୍ଡା । ୬ ସହରରେ ଗତକାଲି ବି ୧୫ ଡିଗ୍ରୀ ତଳେ ରହିଛି ପାରଦ । ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍

୧୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୂବନେଶ୍ୱର:ବର୍ଷାକୁ ନେଇ ଭୂବନେଶ୍ୱର ପାଣିପାଗ ବିଭାଗରୁୁ ସୂଚନା । ବଙ୍ଗୋପସାଗର ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୩ ରେ ଆଉ ଏକ ଲଗୁଚାପ । ୧୬ ତାରିଖ ଯାଏଁ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭବନା ରହିଛି । ସୂଚନା ମୁତାବକ ଗଞ୍ଜାମ,

ବାପାକୁ ମାରିଦେଲା ପୁଅ

ବଲାଙ୍ଗୀର: ପୁଅଟିଏ ଜନ୍ମ ଦେବା ଲାଗି ବାପା ମା କେତେ ଓଷା ଉପବାସ କରିଥାନ୍ତି । ହେଲେ ନିଜ ଜନ୍ମକଲା ପୁଅ ଶେଷରେ ନେଇଛି ବାପାର ଜୀବନ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଳପଡା ଥାନା ଅନ୍ତର୍ଗତ ଘାଗୁର୍ଲି ଗାଁରେ ଅଘଟଣ ।ସୈତାନ ପୁଅର କୋଦାଳ ଚୋଟରେ ଜୀବନ ହାରିଲା ବାପା । ଅଭିଯୁକ୍ତ

ତାମିଲନାଡ଼ୁରେ କମୁନି ବର୍ଷା ବିଭିଷିକା

ଚେନ୍ନାଇ: ବାଦଳ ଫଟା ବର୍ଷାରେ ବେହାଲ ତାମିଲନାଡ଼ୁ । ଯୁଆଡ଼େ ଚାହିଁବ ଖାଲି ପାଣି ପାଣି । ପବନ ସାଙ୍ଗକୁ ବର୍ଷାର ପ୍ରକୋପରେ କବଳିତ ତାମିଲନାଡ଼ୁରେ ଯାଉଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ । ସଦ୍ୟ ସୂଚନା ମୁତାବକ ଏଯାବତ ୧୪ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ସେପଟେ ଦକ୍ଷିଣ ବଙ୍ଗୋପସାଗରରେ

ଜୁନିୟର ବିଶ୍ୱକପ ଭାରତୀୟ ହକି ଦଳରେ ୩ ଓଡ଼ିଆ

ଭୁବନେଶ୍ୱର : ରାଜଧାନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ । ନଭେମ୍ବର ୨୪ ରେ ବାଜିବ ବିଶ୍ୱକପ ବିଗୁଲ । ଏଥିପାଇଁ ଏଫଆଇଏଚ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା ହୋଇଛି । ଘୋଷଣା କରାଯାଇଥିବା ୧୮ ଜଣିଆ ହକି ଦଳରେ ୩ ଜଣ ଓଡିଆ ସାମିଲ ଅଛନ୍ତି । ସେମାନେ

ସାଇବର ଠକାମୀର ଶୀକାର ହେଲେ ଓକାକ୍ ମୁଖ୍ୟ

ଭୁବନେଶ୍ୱର: ଓକାକ୍ ର ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି । କେବଳ ହ୍ୟାକ୍ ହୋଇନାହିଁ ୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମଧ୍ୟ ହୋଇଛି । ଗତକାଲି ଅଜଣା ନମ୍ବରରୁ କଲ୍ ଆସିବା ପରେ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଫୋନ୍ ହ୍ୟାକ୍ ଏବଂ ପରେ ଦୁବୃର୍ତ୍ତ

ସତ୍ୟନାରାୟଣ ପ୍ରଧାନ ହେଲେ ଏନସିବିର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ପୁଣି ଥରେ ଜଣେ ଓଡିଆଙ୍କୁ ଗୁରୁଦାୟିତ୍ୱ । ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ –ଏନସିବିର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଡେପୁଟେସନ ଭିତ୍ତିରେ ସତ୍ୟନାରାୟଣ ଏହି ପଦବୀରେ ନିଜର ଅବସର ଯାଏଁ ରହିବେ । ୨୦୨୪ ମସିହା

ଆମ୍ବୁଲାନ୍ସ ଗଞ୍ଜେଇ ଚୋରା ଚାଲାଣ

ଭଦ୍ରକ: ମାତିଛନ୍ତି ଗଞ୍ଜେଇ ମାଫିଆ । ଚୋରାଚାଲାଣ ବେଳେ ମାଡିବସିଲା ପୋଲ୍‌ିସ । ଚୋରାରେ ବେଆଇନ ସାମଗ୍ରୀ ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଛି ଭଦ୍ରକ ପୋଲିସ ।  ସୂଚନା ଅନୁସାରେ, ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ

ରାସ୍ତା ଉପରେ ଜଳିଗଲା ରୋଲର

ଭୁବନେଶ୍ୱର: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ରୋଲର। ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ। ଭୁବନେଶ୍ୱର ପଟିଆ ନିକଟରେ ଘଟିଛି ଏହି ଅଘଟଣ। ରାସ୍ତା ଉପରେ ଗାଡିଟି ଜଳୁଥିବାରୁ ୩୦ ମିନିଟ୍‌ କାଳ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ କିଟ୍‌ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି

ପ୍ରତାପଙ୍କ ଓଲିଉଡ ଲିଙ୍କ୍

ଭୁବନେଶ୍ୱର: କୁବେର ଅଫିସର ପ୍ରତାପ ସାମଲଙ୍କ ରହିଛି ଓଲିଉଡ଼ ଲିଙ୍କ୍ । ଦୁଇଟି ଓଡ଼ିଆ ଫିଲ୍ମରେ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ ପ୍ରତାପ । ସ୍ତ୍ରୀ ସସ୍ମିତା ସାମଲ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ବାଜି ଏବଂ ନାରୀ ଆଖିରେ ନିଅାଁ ଫିଲ୍ମରେ ପ୍ରଯୋଜକ ସାଜିଛନ୍ତି । ଆୟବର୍ହିଭୂତ ସଂପତ୍ତି ଠୁଳ