ସମ୍ବାଦପତ୍ର ହକରଙ୍କୁ ପରିଚୟ ପ୍ରଦାନ ଓ ସାମାଜିକ ସୁରକ୍ଷା ଦେବେ ମୁଖ୍ୟମନ୍ତ୍ରୀ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଂଜିକୃତ ସମ୍ବାଦପତ୍ର ହକରମାନଙ୍କୁ ସରକାରୀ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ । ଏହା ଗତ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ!-->…
