ଭାରତ ନାଁରେ ପାକିସ୍ତାନୀଙ୍କୁ ଭୁଆଁ ବୁଲଉଛନ୍ତି ଇମ୍ରାନ
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ନାଁରେ ପାକିସ୍ତାନ ଲୋକଙ୍କୁ ଭୂଅାଁ ବୁଲାଉଛନ୍ତି । ଭାରତରେ ଦରଦାମ ବଢ଼ୁଥିବାବେଳେ ପାକିସ୍ତାନରେ କମ ଥିବା ସେ କହିଛନ୍ତି । ତେବେ ତାଙ୍କର ଏହି କଥାରେ ମିଥ୍ୟା ଲୁଚି ରହିଛି । ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଭାରତରେ!-->…
