ଆଗାମୀ ୫ ଦିନ ପ୍ରବଳ ବର୍ଷା ଆଶଙ୍କା
ଭାରତୀୟ ପାଣିପାଗ ବିଭାଗ କେରଳ ସମେତ ୪ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି। ଏହାକୁ ନେଇ ପାଣିପାଗ ବିଭାଗ ସର୍ତକ ସୂଚନା ଜାରି କରିଛି। ସୂଚନାଯୋଗ୍ୟ ନିକଟରେ ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ!-->…
