କୋଭିଡ୍ ଟିକା ନନେଲେ ଚାକିରିରୁ ବିଦା
କରୋନା ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। କେତେକ କମ୍ପାନୀ ଆଉ ଥରେ ୱାର୍କ ଫ୍ରମ ହୋମ ଆରମ୍ଭ କରିବାକୁ ମଧ୍ୟ ଯୋଜନା କରୁଛନ୍ତି ଓ ଟିକାକରଣ ଉପରେ ଜୋର ଦେଉଛନ୍ତି। ଏ ନେଇ ଏବେ ଗୁଗଲ ମଧ୍ୟ ଶକ୍ତ ହୋଇଛି। Google ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି ଯେ ଯଦି ସେମାନେ COVID ୧୯!-->…
