ଟି-୨୦ ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ
ଦୁବାଇ: ଶନିବାର ସୁପର-୧୨ ରାଉଣ୍ଡ୍(ଗ୍ରୁପ୍-୧)ରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । କ୍ରିକେଟ୍ ଜଗତର ଦୁଇ ଶକ୍ତିଶାଳୀ ଦଳ ତଥା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ପଏଣ୍ଟ ତାଲିକାରେ ଇଂଲଣ୍ଡ ଶୀର୍ଷ ସ୍ଥାନ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ!-->…
