Odia News Portal

ଏନସିବି କଷ୍ଟଡିରେ ଅଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଏବେ ଏନସିବି କଷ୍ଟଡିରେ ଅଛନ୍ତି । ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ହାତରେ ଧରା ପଡିଛନ୍ତି ବଲିଉଡ ଷ୍ଟାର୍ କିଡ୍ ଆର୍ୟ୍ୟନ୍ ଖାନ୍। ଆର୍ୟ୍ୟନ୍ ହେଉଛନ୍ତି ବଲିଉଡ

ପିପିଲି ଜନାଦେଶ, ଜାଣନ୍ତୁ ୫ମ ରାଉଣ୍ଡର ଫଳାଫଳ

ଭୁବନେଶ୍ୱର: ଆସିଛି ୫ ରାଉଣ୍ଡ ଫଳାଫଳ । ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ । ରୁଦ୍ର: ୨୦ ହଜାର ୧୨୫, ଆଶ୍ରୀତ: ୧୪ ହଜାର ୩୩୮, ବିଶ୍ୱକେଶନ : ୧୫ ଶହ ୩୫ ଖଣ୍ଡ ଭୋଟ ପାଇଛନ୍ତି ।

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଛାଡ଼ିଲେ ମାଓ ଶିବିର । ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି କଲେ ଆତ୍ମସମର୍ପଣ । ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨ ହାର୍ଡକୋର ମହିଳା ମାଓବାଦୀ । ରାଜ୍ୟରେ ଏବଂ ବାହାରେ ଘଟିଥିବା ବହୁ ମାଓ ଅଘଟଣରେ ଉଭୟ ସମ୍ପୃକ୍ତ ଥିଲେ । ତେବେ ଡିଜିପି ଅଭୟଙ୍କ କୋରାପୁଟ ଗସ୍ତ

୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛନ୍ତି ରୁଦ୍ର

ଭୁବନେଶ୍ୱର: ଚତୁର୍ଥ ରାଉଣ୍ଡ ଗଣତି ସରିଛି । ପିପିଲି ଉପନର୍ବିାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗରେ ରହିଛନ୍ତି । ତାଙ୍କୁ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ୧୬ ହଜାର ୯୬୮, ବିଜେପି ପ୍ରାର୍ଥୀ ଆଶ୍ରତ ପାର୍ଥୀଙ୍କୁ ମିଳିଛି ୧୧ ହଜାର ୮୨୮ ଏବଂ କଂଗ୍ରେସକୁ ମିଳିଛି ୧୩ ଶହ ୮୨ ।

ଆଜି ରାଜ୍ୟରେ ୫ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ତଳ ଉପର ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

ଭବାନୀପୁର ଆସନରେ ଦିଦି ଆଗରେ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ବାହାରୁଛି । ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ମମତା ଆଗରେ ରହିଛନ୍ତି । ସେ ବିଜେପି ପ୍ରାର୍ଥୀ

ପିପିଲି ଜନାଦେଶ: ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ଆଜି ଚାଲିଛି ଭୋଟ ଗଣତି । ବିଜେପି ଏବଂ ବିଜେଡି ମଧ୍ୟରେ ଚାଲିଛି କଡା ଟକ୍କର । ତେବେ ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ ଭୋଟରେ ଆଗରେ ରହିଛନ୍ତି ରୁଦ୍ର । ତେବେ ୩ୟ ଶେଷ ସୁଦ୍ଧା ବିଜେଡି

ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ ଚିଫ ନିଯୁକ୍ତ। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ବ ପାଇଲେ ଏୟାର ମାର୍ଶାଲ ଦିଲ୍ଲୀପ। ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲ୍ଲୀପ।

ବିଦ୍ୟୁତ ଉପଭୋକ୍ତା ନୂତନ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର : ଗତ ଶୁକ୍ରବାର ଦିନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ବିଲିଂ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି । ଅତି ଉଚ୍ଚ କ୍ଷମତାଠାରୁ ଆରମ୍ଭ କରି ସମସ୍ତ ସାଧାରଣ ଉପଭୋକ୍ତାଙ୍କ ମିଟରିଂ, ବିଲିଂ, ବିଲ ପୈଠ,

ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଭଦ୍ରକ: ସାତଜନ୍ମ ଲାଗି ସାଥୀ ହୋଇ ରହିବାକୁ କଥା ଦେଇଥିଲା । ହୋମ ନିଅାଁକୁ ସାକ୍ଷୀ ରଖି ହାତ ଧରିଥିଲା । ହେଲେ ଗୋଟିଏ ଜନ୍ମ ଠିକସେ ନରହିବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ପାରିବାରିକ କଳହର ଏହା କରୁଣ ପରିଣତି । ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗ୍ରାମର