ବାତ୍ୟା ପରିସ୍ଥିତି ନେଇ ଏମିତି କହିଲେ ଏସଆରସି
ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ଜିରୋ କାଜୁଆଲିଟି ଲାଗି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାରି ଭିତରେ ବାତ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି!-->…
