ମିଳିଲା ନିଖୋଜ ଝିଅର ମୃତଦେହ
ସମ୍ବଲପୁର: ମହାନଦୀ ସୁଅରେ ପରିବାର ଭାସିଯିବା ଘଟଣା । ନିଖୋଜ ଝିଅ ରୁକସାନାର ମିଳିଛି ମୃତଦେହ । ଅଗ୍ନିଶମ ବାହୀନି ପକ୍ଷରୁ ପାୱାର ବୋଟ ଓ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ବାପା-ପୁଅଙ୍କୁ କରାଯାଇଥିଲା ବେଳେ ମୃତ!-->…
