Odia News Portal

୧୧୦ଟି ନୂଆ ବସ୍ ର ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀ ମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ

କାବୁଲରେ ଲାଗିଲା ତାଲିବାନ ସରକାର ଗଠନର ହୋର୍ଡିଂ

ନୂଆଦିଲ୍ଲୀ : ଆଫଗାନକୁ ଜବରଦଖଲ କରିବା ପରେ ଏବେ ତାଲିବାନ ସରକାର ଗଠନ କରିବାକୁ ନିଷ୍ପତି ନେଇଛି । ଆଜି ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆଫଗାନରେ ଆରମ୍ଭ ହେବାକୁ ଯାଉଛି । ଆଜି କ୍ୟାବିନେଟ ଘୋଷଣା ହେବା ପୂର୍ବରୁ ଆଫଗାନୀସ୍ତାନର ସୂଚନା ଓ ସସ୍କୃତି ମନ୍ତ୍ରୀଳୟ ପକ୍ଷରୁ କାବୁଲରେ ବଡ଼ବଡ଼

ବଦଳିଲା +୩ ପ୍ରଥମ ସିଲେକ୍ସନ୍ ଆଡମିଶନ୍ ତାରିଖ

ଭୁବନେଶ୍ୱର : ବଦଳିଲା ଯୁକ୍ତ ତିନି ଆଡମିଶନ୍ ତାରିଖ । +୩ ପ୍ରଥମ ସିଲେକ୍ସନ୍ ତାରିଖ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ସେପ୍ଟେମ୍ବର ୧୧ ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପ୍ରଥମ ସିଲେକ୍ସନ୍ ଆଡମିଶନ୍ ହେବାକୁ ଥିବା ବେଳେ ଏବେ ଏହାକୁ ବଦଳାଯାଇ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ ବୋଲି ଆଜି

ମୁଲ୍ଲା ବରାଦରଙ୍କ ହାତରେ ତାଲିବାନ ସରକାର କମାଣ୍ଡ

ନୂଆଦିଲ୍ଲୀ : ତାଲିବାନ ଶାସିତ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ର ଅନୁସାରେ, ସରକାରର ନେତୃତ୍ବ ନେବେ ଶୀର୍ଷ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ ଗନି ବରାଦର। ଏଥିସହ ମୁଲ୍ଲା ୟାକୁବ୍ ଏବଂ ଶେର ମହମ୍ମଦ ସ୍ତାନେକଜାଇଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବ ବୋଲି

ଡ୍ରେସ ପାଇଁ ଟ୍ରୋଲହେଲେ ଉର୍ଫି ଜାଭେଦ

ମୁମ୍ବାଇ: ଟ୍ରୋଲହେଲେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ । ଡ୍ରୋସ ଲାଗି ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନନ୍ତି । ସେ ଏକ ଛୋଟ ଡ୍ରେସ ପିନ୍ଧି ଫଟୋ ପୋଷ୍ଟ କରିଥିଲେ । ଏକ ନୀଳ ରଙ୍ଗର ଜ୍ୟାକଟ ପିନ୍ଧିଥିବା ନଜର ଆସିଛନ୍ତି ସେ । ତେବେ ଏହି ଫଟୋରେ ତାଙ୍କ ଡ୍ରେସଟି ଛୋଟଥିବା

ଶ୍ରୀମନ୍ଦିରର ୭ଟି ଦ୍ୱାରର ହେଲା ରୂପା ଛାଉଣୀ

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ୱାର ମଧ୍ୟରୁ ୭ଟି ଦ୍ୱାରର ରୂପା ଛାଉଣୀ ଶେଷ ହୋଇଛି। ଶ୍ରୀମନ୍ଦିର ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ପଶ୍ଚିମ ଭୋଗମଣ୍ଡପ, ସାତପାହାଚ, ଆଦି ନୃସିଂହ, ମା ବିମଳା ଓ ମା ମହାଲକ୍ଷ୍ମୀ ମନ୍ଦିରର ରୂପା ଛାଉଣୀ କରାଯାଇଛି। ବର୍ମା ଟିକରେ ନବର୍ନିମିତ ଦ୍ୱାର ଲାଗିବା ପରେ

ଗେମ୍ ଖେଳିବାକୁ ମନାକଲେ ବାପା, ରାଗରେ ବାପାଙ୍କ ଗଳା କାଟିଦେଲା ପୁଅ

ଗୁଜୁରାଟ: ମୋବାଇଲ ଆଜିକାଲି ସମସ୍ତଙ୍କ ଲାଗି ଏକ ଦରକାରୀ ବସ୍ତୁ ପାଲଟିଯାଇଛି । ପିଲାଠାରୁ ବୁଢ଼ା ସମସ୍ତେ ମୋବାଇଲ ବିନା ଚଳିବା କଷ୍ଟାସାଧ୍ୟ ହୋଇଯାଇଛି । ତେବେ ଜଣେ ୧୭ ବର୍ଷୀୟ ନାବାଳକ ଦିନରାତି ମୋବାଇଲରେ ଗେମ୍ ଖେଳୁଥିଲେ । ତେବେ ତାଙ୍କ ବାପା ମନା କରିବାରୁ ସେ ବାପାଙ୍କ ଗଳା କାଟି

‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ବସ୍'ର ଦୁଇଟି ଡିପୋକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ସନ୍ଧ୍ୟା ୫ଟାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଛି । 'ମୋ ବସ୍' ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍ ରହିବା

ବନ୍ଧାହେଲେ ଲୁଟେରା

ଭଦ୍ରକ: ହାଇୱେରୁ ଲୁଟୁଥିବା ୩ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମିଲିଥିବା ସୂଚନା ଅନୁଯାୟୀ, ଚଳନ୍ତା ଟ୍ରକରୁ ଡ୍ରାଇଭରମାନଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ ଏହି ଲୁଟେରା । ଜାତୀୟ

୩୨୦ କୋଟି ଟଙ୍କାର ଜିଏସଟି ଠକିଥିଲେ, ବନ୍ଧାହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା: ଜିଏସଟି ଠକେଇରେ ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ସରବାହାଲ ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି ସମ୍ବଲପୁର ସିଟି ପୋଲିସ ଓ ଜିଏସଟି