ସେକ୍ସ ରାକେଟ ଠାବ, ୧୬ ଗିରଫ
ପାଟଣା: ମାତିଛନ୍ତି ଦେହ ବ୍ୟବସାୟୀ । ଖୁଲମଖୁଲା କରୁଥିଲେ ବେପାର । ଶେଷରେ ପୋଲିସ ଖବର ପାଇବା ପରେ ରାକେଟ ଠାବ କରିଛି । ପାଟଣାରେ ଏକ୍ଜିବ୍ୟୁସନ ରୋଡରେ ଥିବା ଏକ ହୋଟେଲରେ ବ୍ୟବସାୟ ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ୧୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଧରା ହୋଇଥିବା ଯୁବତୀମାନେ!-->…
