କାଲି ୧୨ ଘଣ୍ଟିଆ କଟକ ବନ୍ଦ
କଟକ: ଆସନ୍ତାକଲି ୧୨ ଘଣ୍ଟା ବନ୍ଦ ରହିବ କଟକ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ କଟକ । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପରେ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ଏନେଇ!-->…
