ଜନ୍ମଦିନରେ ରକ୍ତଦାନ ଶିବିର
ଭୁବନେଶ୍ୱର: ରାଜଧାନୀ ଡାକ୍ତର ଖାନାରେ ଥିବା ଓଡ଼ଶା ରକ୍ତ ଭଣ୍ଡାର ପରିସରରେ ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଜାତୀୟ ଯୁବ ପ୍ରକଳ୍ପର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାହାମରୀ କରୋନା ପାଇଁ ରାଜ୍ୟରେ ରକ୍ତର ଅଭାବ ରହିଥିବା ବେଳେ ଏହାକୁ କିଛି!-->…
