Odia News Portal

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା ପୁଲିସ ଗୁରୁବାର ସଂଧ୍ୟାରେ ଖୋର୍ଦ୍ଧାରୁ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏ ସମ୍ପର୍କରେ ପ୍ରକାଶ କରି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି,

ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ୧୪ ଟି ସ୍ଥାନରେ ଲମ୍ଫ ଦେଇ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ନୀରଜ ଭାରତ ପାଇଁ ଅଲମ୍ପିକ୍ ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଭାରର ପାଇଁ ଇତିହାସ ରଚିଛନ୍ତି ।

ରାଜକନିକା ଭଙ୍ଗାରୁଜା ଘଟଣାରେ ୨୪ ଗିରଫ

କେନ୍ଦ୍ରାପଡ଼ା: ଖରସ୍ରୋତା ଜଳ ପ୍ରକଳ୍ପକୁ ନେଇ ରାଜକନିକାରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ଗତକାଲି ପୋଲିସ ବନାମ ପବ୍ଲିକ ମୁହାଁମୁହିଁ ହୋଇଥିଲା । ସ୍ଥାନୀୟ ଲୋକେ ପ୍ରକଳ୍ପ ଚାଲିଥିବା ସ୍ଥାନରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ପୋଲିସ ପବ୍ଲିକଙ୍କୁ

ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । orissaresult.nic.inରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ତେବେ ଚଳିତବର୍ଷ ରେଜଲ୍ଟ କଣ ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର । ୨ଲକ୍ଷ ୨୧ହଜାର

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧୯୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୫ ଜଣ ଆକ୍ରାନ୍ତ ଥିବା

ଆଜି ରାଜ୍ୟରେ ୬୦ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ବରଗଡ ଜିଲାରୁ ସର୍ବାଧିକ ୧୩ ମୃତକ ରହିଛନ୍ତି। ଏଥିସହିତ କଟକ ଜିଲାରୁ ୧୧ ଓ ବଲାଙ୍ଗିରରୁ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଦେବଗଡ ଜିଲାରୁ ୪,

ଆଜି ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମଦିନ

ମୁମ୍ବାଇ: ବଲିଉଡ଼ର ଦିବଙ୍ଗତ ଭେଟେରିଆନ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆଜି ଜନ୍ମଦିନ । ଶ୍ରୀଦେବୀଙ୍କ ଆଜି ୫୫ତମ ଜନ୍ମ ଜୟନ୍ତୀ । ୧୯୬୩ ମସିହାରେ ତାମିଲନାଡୁର ମିନାମପତିରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀଦେବୀ । ତେବେ ୨୦୧୮ ମସିହାରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଥିଲା । ହିନ୍ଦୀ,

ନିଜ ଘରେ ବାବାଙ୍କୁ କେଉଁ ପଦ୍ଧତିରେ ପୂଜା କରିବା ଉଚିତ୍‌

ଭୁବନେଶ୍ୱର: ବାବାଙ୍କୁ ମନ୍ଦିରରେ ଓ ଘରେ ପୂଜା କରିଯିବା ଭିତରେ ବହୁତ ଫରକ ଅଛି । ଘରେ ଯେଉଁ ପୂଜା ବା କ୍ଷୁଦ୍ର ବିଗ୍ରହ ପୂଜା କରାଯାଏ ତା’ର ପ୍ରାଣ ପ୍ରତିଷ୍ଠାକରାଯାଇ ନଥାଏ । ତେଣୁ ପଞ୍ଚୋପଚାର ପଦ୍ଧତିରୁ ଯେକୌଣସି ଗୋଟିଏ ପଦ୍ଧତିରେ ବାବାଙ୍କର ପୂଜାର୍ଚ୍ଚନା କରାଯାଇପାରେ । ମନ୍ଦିରରେ

ପୌର ନିର୍ବାଚନ ପାଇଁ ମାମଲା ଦାଏର

ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ ଦାଏର ହୋଇଛି । ଭୁବନେଶ୍‌ବର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର ପିଟିସନ ଦାଖଲ କରିଥିବା ବେଳେ କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେ ପିଟିସନ ଦାଖଲ

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ

ପୁରୀ: ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଜ୍ୟ ସରକାର । ବରିଷ୍ଠ ଅଇନିଜୀବି ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତି ମଣ୍ଡପକୁ ପ୍ରତିନିଧିତ୍ୟ କରିବେ ଅଶୋକ ମହାପାତ୍ର । ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ସଦସ୍ୟ ।