Odia News Portal

ଧରାହେଲେ ଲାଞ୍ଚୁଆ ଏବିଇଓ

କେନ୍ଦୁଝର: ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଏବିଇଓ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ଅଭିମନ୍ୟୁ ସାହୁ ଜଣେ ଶିକ୍ଷକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ବିଭାଗର ମିଳିତ ଚଢ଼ାଉରେ

ପ୍ରିନ୍ସିପାଲଙ୍କ ଦାଦାଗିରି

ଉଦଳା: କଲେଜକୁ ବି ଭୋକ୍ କୋର୍ସରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ସହିତ କଲେଜର ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସିଥିବା ଟଙ୍କାକୁ ଆତ୍ମସାତ କରିବା ଅଭିଯୋଗ ଆସିଥିଲା ପ୍ରିନ୍ସିପାଲଙ୍କ ନାମରେ । ଯାହାକୁ ନେଇ ବିବାଦକୁ ଆସିଥିଲେ କଲେଜ ଅଧ୍ୟକ୍ଷ । ଆଉ ଯେବେ ସବୁ ସତ ବୋଲି ପ୍ରମାଣିତ

ଉପେନ୍ଦ୍ର କୁମାର ପାହାଡସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରତିଷ୍ଠ ରେଡିଓ ଉପସ୍ଥାପକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଗତକାଲି ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁ ଗମ୍ଭୀର ସ୍ୱର ଲାଗି ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉପେନ୍ଦ୍ର । ନିଜ ଟ୍ବିଟରେ ମୁଖ୍ୟମନ୍ତ୍ରୀ

ନାରଦା ଦୁର୍ନୀତି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଆପିଡେଭିଟ୍ ଗ୍ରହଣ କଲେ କୋଲକାତା ହାଇକୋର୍ଟ

କୋଲକାତା: ନାରଦା ଦୁର୍ନୀତି ମାମଲାରେ ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆଇନ ମନ୍ତ୍ରୀ ମଲୋଇ ଘାଟକଙ୍କ ଆଫିଡେଭିଟକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୫ରେ ପରବର୍ତ୍ତୀ ଶୁଣାଣି ସ୍ଥିର କରି କୋର୍ଟ ମୁଣ୍ଡ ପିଛା ୫୦୦୦ ଟଙ୍କା ଦାଖଲ କରିବାକୁ ଅନୁମତି

ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ର।ଙ୍କିଙ୍ଗ, ଜାଣନ୍ତୁ ବିରାଟ କୋହଲି କେତେ ନମ୍ବର ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶ ପାଇଛି ଆଇସିସିର ବ୍ୟାଟିଂ ର।ଙ୍କିଙ୍ଗ । ପୁଣିଥରେ ସ୍ମିଥଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲୋସ୍କୋରିଂ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ୱିଲିୟମସନ ୯୦୧ ପଏଣ୍ଟ ପାଇ ୧

ଜୟସୁରିୟାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବ୍ୟବକ୍ତିଗତ ଜୀବନର କିଛି ବିବାଦୀୟ କଥା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ଆଜି ହେଉଛି ଜନ୍ମଦିନ । ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । ଖେଳ ଜୀବନରେ ବେଶ ରେକର୍ଡ କରିଥିବା ଜୟସୁରିୟା କିନ୍ତୁ ବ୍ୟକ୍ତିଗତ ଜୀବନରେ ଥିଲେ ବେଶ ବିବାଦୀୟ । ସେ ତିନିଜଣଙ୍କ ବିବାହ କରିଥିଲେ ।

ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ଏକ ଲକ୍ଷ ଡୋଜ୍‌

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଟିକାକରଣ । ପ୍ରଥମେ ପ୍ରଥମେ ଲୋକେ ଟିକା ନେବାଲାଗି ଡରୁଥିବା ଏବେ ଆଗ୍ରହର ସହ ଟିକା ନେଉଥିବା ଦେଖିବାକୁ ମିଳୁଛି । ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର

ମେଡିକାଲରେ ଭର୍ତ୍ତିହେଲେ ନାସିରୁଦ୍ଧିନ ଶାହା

ମୁମ୍ବାଇ: ବଲିଉଡ ଅଭିନେତା ନାସିରୁଦ୍ଧିନ ଶାହା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିମୋନିଆରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୨ ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି ଓ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏହି ଖବର

ଆସନ୍ତା ୩ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହି ସବୁ ଜିଲ୍ଲାଗୁଡିକ ମଧ୍ୟରେ କଟକ, ଯାଜପୁର, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କେନ୍ଧମାଳ, ବଲାଙ୍ଗୀର, ଖୋର୍ଦ୍ଧା,

ଜାଣନ୍ତୁ କାଟାଗୋରୀ-ଏ ଜିଲ୍ଲାରେ କଣ ରହିଛି ଗାଇଡ୍ ଲାଇନ

ଭୁବନେଶ୍ୱର: ଜୁଲାଇ ମାସ ଲାଗି ଆସିଛି ଗାଇଡ ଲାଇନ୍ । ୨ଟି କାଟାଗୋରୀରେ ବିଭକ୍ତ କରାଯାଇ ବିଭିନ୍ନ କଟକଣା ଲଗାଯାଇଛି । କାଟାଗଗୋରୀ-ଏରେ ୨୦ଟି ଜିଲ୍ଲା ଥିବାବେଳେ କାଟାଗୋରୀ-ବିରେ ୧୦ଟି ଜିଲ୍ଲା ରହିଛନ୍ତି । ତେବେ ଏ କାଟାଗୋରୀ ଜିଲ୍ଲାରେ କଟକଣା ଟିକେ କୋହଳ କରାଯାଇଛି । ଏହି ୨୦ଟି ଜିଲ୍ଲା