Odia News Portal

ମୋ ଭାଇ ଆପରେ ଘରେ ପହଞ୍ଚିବ ସାବିତ୍ରୀ ଭାର

ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ଫଳ ବଜାରରେ ଲାଗି ଲୋକଙ୍କ ଭିଡ଼ । ତେବେ ମହାମରୀରେ ଘରେ ଫଳ ଓ ପୂଜା ସାମଗ୍ରୀ ପହଞ୍ଚଇବ ମୋ ଭାଇ ଆପ୍ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ଏହି ଆପ୍ ମାଧ୍ୟମରେ ସାମଗ୍ରୀ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିରଞ୍ଜନ ସାହୁ । ୱେବସାଇଟ ମାଧ୍ୟମରେ

ଅକ୍ଟୋବର ୧୫ରେ ହେବ ଆଇପିଏଲର ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ସ୍ଥଗିତ ରହିଥିବା ଚଳିତ ସିଜିନ ଆଇପିଏଲର ବଳକା ମ୍ୟାଚ ସେପ୍ଟେମ୍ବର ୧୯ରୁ ଖେଳାଯିବ । ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବାକିଥିବା ୩୧ଟି ମ୍ୟାଚ ଖେଳାଯିବ । ତେବେ ଚଳିତ ସିଜିନରେ କିଏ ଚାମ୍ପିୟନ

ଆଜି ସଦ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହ କହିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର

ଶ୍ରୀଲଙ୍କାରେ ହୋଇପାରେ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ବଢ଼ୁଛି ସସପେନ୍ସ । ଆୟୋଜନ କରିବା ଲାଗି ବିଭିନ୍ନ ଦେଶ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ସେପଟେ ଏହି ରେସରେ ଆଜି ସାମିଲ ହୋଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ବିଶ୍ୱକପ ଆୟୋଜନ କରିବା ଲାଗି ବିସିସିଆଇ ସହ କଥା ହେଉଛି ଏସଏଲସି ବୋର୍ଡ । ସୂଚନା

ବିଧବା ପରିବା ବିକାଳିଙ୍କୁ ଟେକିନେଇ ୨ଦିନ ଦୁଷ୍କର୍ମ କଲେ ୩ ଦୁର୍ବୁତ

ସୁନ୍ଦରଗଡ଼: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟିଯାଉଛି ପଶୁ । ଦେହର ସୁଖ ଲାଗି ଅନ୍ୟର ଦୁଃଖ ବୁଝ଼ିଲେନି ନର ପିଚାଶ । ବିଧବା ମହିଳାଙ୍କୁ ଟେକି ନେଇ ଦୁଇଦିନ ଦୁଷ୍କର୍ମ କଲେ ୩ ଦୁର୍ବୁତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଏହି ମାମଲାରେ ଜଣେ ନାବାଳକ

ପାକିସ୍ତାନରେ ଟ୍ରେନ ଦୁର୍ଘଟଣାରେ ୩୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଦୁଇ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ଏକ ସହରରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସାର ସାୟଦ ନାମକ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ

ଆଜିଠୁ ଆୟକର ବିଭାଗର ନୂତନ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆୟକର ବିଭାଗର ନୂତନ ପୋର୍ଟାଲ । ଆୟକର ବିଭାଗ ଅନୁଯାୟୀ, କରଦାତା ଏହି ପୋର୍ଟାଲରେ ଅନଲାଇନ ବିବରଣୀ ପ୍ରଦାନ କରିପାରିବେ । ଏହା ସହିତ, ଏହି ପୋର୍ଟାଲ୍ ପ୍ରଦତ୍ତ ବିବରଣୀଗୁଡିକର ତୁରନ୍ତ ପ୍ରକ୍ରିୟାକରଣର ସୁବିଧା ସହିତ ଜଡିତ ଏବଂ ଏହା ସହିତ ଟ୍ୟାକ୍ସ ଫେରସ୍ତ

ଦେଶରେ ଦିନକରେ ୨୪୨୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: କରୋନାରେ ପ୍ରତ୍ୟେକଦିନ ଗଢ଼ୁଛି ଅନେକଙ୍କ ମୁଣ୍ଡ । ଗତ ୨୪ ଘଣ୍ଟାରେ ୨୪୨୭ ମୁଣ୍ଡ ନେଇଛି ମହାମାରୀ କରୋନା । ସେପଟେ ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର ୪୨୭। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୨କୋଟି ୮୯ଲକ୍ଷ ୯ହଜାର ୯୭୫ରେ

ବିବାଦରେ ନୀଳଗିରି ବିଧାୟକଙ୍କ ଚିଠି

ନୀଳଗିରି: ଚଳିତ ବର୍ଷ ନୀଳଗିରିରେ ରଥଯାତ୍ରା ବନ୍ଦ କରାଯିବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରଥଖଳାରେ ଚଳିତବର୍ଷ ଲାଗି ଚାଲିଥିବା ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ, କରୋନା ସମୟରେ ଅଯଥା ଟଙ୍କା ଖର୍ଚ୍ଚ କରାନଯାଉ ବୋଲି ଜିଲ୍ଲାପାଳଙ୍କୁ ଏକ

ଆଜି ଏୟାରଲିଫ୍ଟ ହେବେ ଭିଜିଲାନ୍ସ ନିର୍ଦ୍ଦେଶକ

କଟକ: ଆଜି ଏୟାର ଲିଫ୍ଟ ହେବେ ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀ । କୋଲକାତାର ସୁପରସ୍ପେଶାଲିଷ୍ଟ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯିବ । କୋଲକାତାରୁ ୪ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ସୂଚନା ଥାଉକି, କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ