Odia News Portal

ଓଡ଼ିଶାରେ ସିଏଏ ଲାଗୁ କରାଯାଉ: ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ନାଗରିକ ପ୍ରମାଣପତ୍ର ଆଇନ(ସିଏଏ) ଲାଗୁ କରିବା ଲାଗି ଦାବି କରିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ଏହି ଆଇନ ବଳରେ ଓଡ଼ିଶାର କିଛି ଜିଲ୍ଲାରେ ଥିବା ଶରଣାର୍ଥୀମାନେ ବିଭିନ୍ନ ସରକାରୀ ସୁବିଧା ପାଇପାରନ୍ତେ ବୋଲି ସେ ଦାବି

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା: ଶୌଚ ପାଇଁ ଯାଉଥିବା ବେଳେ ହଠାତ୍ ମାଡି ବସିଲା ଭାଲୁ । ଭାଲୁ କାମୁଡାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ଜୁଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଜୁଆଳିଆ ଗ୍ରାମର ଉପେନ୍ଦ୍ର ଖଡିକା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ସେ ସକାଳ ସମୟରେ

ଉତ୍ତର ପ୍ରଦେଶରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, 8 ମୃତ

ଗୋଣ୍ଡା: ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିବାରୁ ୪ଜଣ ପିଲାଙ୍କ ସମେତେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲା ୱାଜିର୍‌ଗଞ୍ଜ ଅଞ୍ଚଳ ଅନ୍ତର୍ଗତ ଟିକ୍ରି ଗ୍ରାମରେ ଏହି ଘଟଣା ଘଟିଛି । ଏହି ବିସ୍ଫୋରଣ ହେତୁ ପାଖରେ ଥିବା

ଭିଜିଲାନ୍ସ ପଞ୍ଝାରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମର(ଟିଡିସିସି) ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି । ଆଜି ସକାଳୁ ସେ ଏକ କାରରେ ୧୯ ଲକ୍ଷ ଟଙ୍କା ନେଇ ସୁନ୍ଦରଗଡ଼ରୁ ଯାଉଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ଟ୍ରୋଲ୍ ହେଲେ କୋହଲି

ନୂଆଦିଲ୍ଲୀ: ଟ୍ରୋଲର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ବିରାଟ କୋହଲି ଜଣେ ଜଣେ ଶାକାହାରୀ ବୋଲି ପୂର୍ବରୁ ଅନେକ ବାର କହିଛନ୍ତି । ତେବେ ସେ ଅଣ୍ଡା ଖାଇବା କଥା କହିବା ପରେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିବା ଦେଖିବାକୁ ମିଳିଛି । ୱାଲ୍ଡ

ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ବାଲେଶ୍ୱର: ଲକ୍‌ଡାଉନରେ ଚାଲିଛି ଲୁଟେରାଙ୍କ ରାଜ୍ । ଭୁବନେଶ୍ୱରରୁ ଆରମ୍ଭ କରି ବାଲେଶ୍ୱର ସବୁଠି ଦେଖୁିବାକୁ ମିଳୁଛି ଲୁଟେରାଙ୍କ ଲୁଟ୍‌ପାତ । ଲକ୍‌ଡାଉନରେ ରୋଜଗାର ନଥିବାରୁ ଲୁଟ୍ ଅଧ୍ଚଳ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର

୨୪ ଘଣ୍ଟାରେ ସର୍ବାଧିକ ୪୦ ଜୀବନ ନେଲା କିଲର୍ ଭାଇରସ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣର ମାତ୍ରା କିନ୍ତୁ କରୋନା ମୃତ୍ୟୁ କିନ୍ତୁ ଥମିବାର ନାଁ ଧରୁନି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ସର୍ବାଧିକ ୪୦ ଜଣ ଆକ୍ରାନ୍ତ ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ୍

ରାଜ୍ୟରୁ ଆଜି ୮୩୯୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ସାମାନ୍ୟ ଅବସ୍ଥାକୁ ଫେରୁଛି ସଂକ୍ରମଣର ଟ୍ରାକ ।ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୨୧୩୧ ରେ ପହଞ୍ଚିଛି ।ଆଜିର ସଂକ୍ରମିତଙ୍କ ମଧ୍ୟରୁ ୪୭୪୧ ଜଣ

ବିଦେଶରୁ ଟିକା କିଣା ସମସ୍ୟା ଦୂର ପାଇଁ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାର କେନ୍ଦ୍ରକୁ ଏକ ଜରୁରୀକାଳୀନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବରେ ରାଜ୍ୟ ସରକାର ବିଦେଶରୁ ଟିକା କିଣିବା ଲାଗି ଉପୁଜୁଥିବା ସମସ୍ୟାକୁ ସମାଧାନ କରିବାକୁ ନିବେଦନ କରିଛନ୍ତି। ଯେଉଁ ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା

ଟି-୨୦ ବିଶ୍ଵକପ୍ ପାଇଁ ସମୟ ଦେଲା ଆଇସିସି

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଶେଷ ଆଡକୁ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। କିନ୍ତୁ କରୋନା ସଂକ୍ରମଣ କାରଣରୁ ଦେଶରେ ଏହି ବିଶ୍ଵ ଟି-୨୦ ବିଶ୍ଵ କପର ଆୟୋଜନ ନେଇ ସସପେନ୍ସ ଜାରି ରହିଛି। ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ବିସିସିଆଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍