ବିସ୍ଥାପିତଙ୍କୁ ମିଳିନି ମୌଳିକ ସୁବିଧା
ନୂଆପଡା: ଭିଟାମାଟି ଗଲା । ଜମିବାଡି ବି ଗଲା । ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ହେଲେ ବିସ୍ଥାପତିଙ୍କୁ ମିଳିଲାନି ମୌଳିକ ସୁବିଧା । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଠିକ୍ ଅହାର ୨୦ ବର୍ଷ ପରେ ଅର୍ଥାତ ୨୦୨୦!-->…
