କରୋନାରୁ ସୁସ୍ଥହେଲେ ବିଜୟ ମହାପାତ୍ର
ଭୁବନେଶ୍ୱର: ଦୀର୍ଘଦିନ ହେବ କରୋନା ରୋଗରେ ଆକ୍ରାନ୍ତ ଥିଲେ ବିଜେପି ନେତା ବିଜୟ ମହାପାତ୍ର । ଆଜି ସେ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ତେବେ ସମସ୍ତେ ସଚେତନାର ସହ ଚଳିବା ଲାଗି ନିବେଦନ କରିଛନ୍ତି ସେ ।
!-->!-->!-->…
