Sign in
Sign in
Recover your password.
A password will be e-mailed to you.
ରକ୍ତ ରଞ୍ଜିତ ହେବ ସୁଲିଆ ପୀଠ
ବଲାଙ୍ଗୀର: ବଲାଙ୍ଗିର ପ୍ରସିଦ୍ଧ ସୁଲିଆ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି । ୧୯ ତାରିଖରେ ସୁଲିଆ ଯାତ୍ରା ହେବ । ଖଇରିଗୁଡ଼ା ଠାରେ ସୁଲିଆ ଯାତ୍ରା କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ସବୁଥର ଭଳି ଏଥର ମଧ୍ୟ ବଳି ପକାଯିବ ବୋଲି ନିଷ୍ପତ୍ତି ହୋଇଛି। କୋଭିଡ଼ କଟକଣା ମାନି!-->…
ବାହାଘର ପ୍ରୋସେସନ୍ ପାଇଁ ମିଳିଲା ଅନୁମତି
ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ତରଫରୁ ମିଳିଲା ଅନୁମତି | ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ । ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଏବଂ ସମସ୍ତ ପ୍ରକାରର କୋଭିଡ୍!-->…
ଭ୍ୟାକ୍ସିନ ସେଣ୍ଟରରେ ପହଁଚିଲା କୋଭିସିଲ୍ଡ
ଭୁବନେଶ୍ୱର: ବିମାନବନ୍ଦରରୁ ସିଧା ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଗଲା କୋଭିସିଲ୍ଡ ଟିକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟିକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି କୋଭିସିଲ୍ଡ ଟିକା ।
ତେବେ ପୁଣେର ସେରମ!-->!-->!-->!-->!-->…
ସାଇନା ନେହୱାଲଙ୍କୁ କରୋନା
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ କରୋନାରେ ସଂକ୍ରମିତ । ସାଇନା ନେହୱାଲ୍ ବର୍ତ୍ତମାନ ୟୋନେକ୍ସ ଥାଇଲାଣ୍ଡ ଓପନ ସୁପର ୧୦୦୦ ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଯାଉଥିଲେ। ଏହି ଟୁର୍ନାମେଣ୍ଟ ଜାନୁଆରୀ ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ ଏବେ!-->…
ଓଡ଼ିଶାରେ ପହଞ୍ଚିଲା କରୋନା ଟିକା
ଭୁବନେଶ୍ୱର: ଆସିଲା ବଡ଼ ଖୁସି ଖବର | ଓଡ଼ିଶାରେ ଆସି ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ବୋଟଲ ପଠାଇଛି!-->…
କୃଷି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍
ନୂଆଦିଲ୍ଲୀ: କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ୩ଟି କୃଷି ଆଇନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ!-->…
ପରୀ ମୃତ୍ୟୁ ତଦନ୍ତ ପାଇଁ ଏସ୍ଆଇଟିକୁ ମହଲତ
ନୟାଗଡ଼: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସ୍ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇନି ଷ୍ଟାଟସ ରିପୋର୍ଟ। ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟ ଏସଆଇଟିକୁ ଆଜି!-->…
