Odia News Portal

ତଦନ୍ତ କ୍ଷମତା ବଢାଇବାକୁ ପୋଲିସ ଡିଜିଙ୍କ ଆହ୍ୱାନ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ପ୍ରତିଷ୍ଠା ଦିବସ । ବର୍ଷ ସହ ବଢ଼ିଛି କମିଶନରେଟ୍ ପୋଲିସର ଅଭିଜ୍ଞତା । ଟ୍ୱିନ୍ ସିଟିରେ ବଢ଼ୁଥିବା ଅପରାଧିକ କାର୍ଯ୍ୟ କଳାପ ରୋକିବାକୁ ରୋକିବାକୁ ପୋଲିସ ବିଭିନ୍ନ ଉପାୟ ଆପଣାଇଛି । ତେବେ କମିଶନରେଟ୍ ପୋଲିସ ପ୍ରତିଷ୍ଠା ଦିବସରେ ତଦନ୍ତ କ୍ଷମତା ବଢାଇବାକୁ

ମେ ୩ରୁ ମ୍ୟାଟ୍ରିକ୍‌ ଓ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : କରୋନା କଟକଣା ପାଇଁ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜାନୁଆରୀ ୮ତାରିଖରୁ ଖୋଲିବା ସ୍କୁଲ | ସେହିଭଳି ମେ ୩ରୁ ମ୍ୟାଟ୍ରିକ୍‌ ଓ ମେ’ ୧୫ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କୋଭିଡ୍‌

ଜାନୁଆରୀ ୮ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା | କରୋନା କଟକଣା ପାଇଁ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜାନୁଆରୀ ୮ତାରିଖରୁ ଖୋଲିବ ସ୍କୁଲ | କେବଳ ଦଶମ ଏବଂ ଦ୍ୱାଦଶ ପାଇଁ ଖୋଲିବ ସ୍କୁଲ | ଉଭୟ ଦଶମ ଏବଂ ଦ୍ୱାଦଶ ପାଇଁ ୧୦୦

୪ରୁ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ

ଗଞ୍ଜାମ: ଜାନୁଆରୀ ୪ରୁ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ । ସେହିପରି ଆସନ୍ତାକାଲି ଠାରୁ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠ ଖୋଲିବା ସହ ମା’ଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଡିଏମ ରେଭେନ୍ୟୁ ଇନଚାର୍ଜ, ସବ କଲେକ୍ଟର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସକାଳୁ ମନ୍ଦିର ଖୋଲାଯିବ ।

ଖୋଲିବ ଶ୍ରୀ ବଳଦେବ ଜୀଉ ମନ୍ଦିର

କେନ୍ଦ୍ରାପଡ଼ା: ଖୋଲିବ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର। ଆସନ୍ତାକାଲି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଖୋଲିବାକୁ ଯାଉଛି । ଏଥିପାଇଁ ଆଜି ମନ୍ଦିର ଟ୍ରଷ୍ଟବୋର୍ଡର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ

ଦେଶରେ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ପାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ ଆରମ୍ଭ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଭଳି ଉପଯୁକ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଡ୍ରାଏ ରନ୍ ର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି

୪ରେ ଶପଥ ନେବେ ଜଷ୍ଟିସ୍ ଏସ୍. ମୁରଲୀଧର

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଶପଥ ନେବେ ଜଷ୍ଟିସ୍ ଏସ୍. ମୁରଲୀଧର । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସୋମବାର ଦିନ ସକାଳ ୧୦ଟାରେ ଶପଥ ଗ୍ରହଣ କରିବେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିବା ନେଇ ଗତ ୩୧ତାରିଖରେ କେନ୍ଦ୍ର ଆଇନ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ସର୍ଦାର ବୁଟା ସିଂହଙ୍କର ଶନିବାର ଦିନ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।ବୁଟା ସିଂହ ଶିଖ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ ତାଙ୍କ

ଅପରାଜିତା ଷଡଙ୍ଗୀ ହେଲେ ଶ୍ରେଷ୍ଠ ସାଂସଦ

ଭୁବନେଶ୍ୱର : ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେଲେ ଅପରାଜିତା ଷଡଙ୍ଗୀ। ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ସେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି ସାଂସଦ ଅପରାଜିତା । ତେବେ ଘୋଷଣା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ