Odia News Portal

ସୀମାନ୍ତରେ ଲାଲବାହିନୀର ବର୍ବରକାଣ୍ଡ: ପୋଲିସ ଇନଫର୍ମମର ସନ୍ଦେହରେ ହତ୍ୟା

ସୀମାନ୍ତରେ ଲାଲବାହିନୀ ପୁଣି ଭିଆଇଲେ ବର୍ବରକାଣ୍ଡ | ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା | ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି। କରୁକୋଣ୍ଡାଦଲମ ମାଓ ସଂଗଠନ ପକ୍ଷରୁ

ଆଜିଠାରୁ ପୁରୀ ଅଠରନଳା ପୋଲ ଉପରେ ଗାଡ଼ି ଯାତାୟତ ସମ୍ପୂର୍ଣ ବନ୍ଦ

ଆଜିଠୁ ପୁରୀ ଅଠରନଳା ପୋଲ ଉପରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ଯାତାୟତ ବନ୍ଦ କରାଯାଇଛି। ଐତିହ୍ୟ କିର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଏସ୍ଆଇର ରିପୋର୍ଟ ଆଧାରରେ ଆଜିଠାରୁ ଅଠରନଳାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଏ

ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ,ଥାନାରେ ଏତଲା ଦେଲେ ମୃତକଙ୍କ ପୁଅ

ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ ବିଚାରାଧୀନ କଏଦୀ ହେଲେ ହୋଟେଲ ସୋଲାନ ଇନର ମାଲିକ କମଳାକାନ୍ତ । ୧୦ ଲଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ କମଳାକାନ୍ତ । ଏବେ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ତେବେ ମୃତ କମଳାକାନ୍ତଙ୍କର ବେଲ୍ ହୋଇଯାଇଥିଲା ।ଏନେଇ

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ,ବଦଳିଲେ ୧୩ ଜିଲ୍ଲାର ଏସ୍‌ପି

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ । ୨୨ ଆଇପିଏସ୍‌ ଅଧିକାରୀଙ୍କ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ପରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ରହିଥିବା ନୟାଗଡ଼ ଏସପି ପ୍ରତ୍ୟୁଷ ଦିବକାରଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ପୋଲିିସ ମୁଖ୍ୟାଳୟରେ ଏଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।

ବିଜେପିର ତାତ୍ସଲ୍ୟ: ବିକାଶ ନୁହେଁ ବରଂ ଚିଠି ଲେଖିବାରେ ପିଏଚଡି କରିଛନ୍ତି ମୁଖ୍ୟମନ୍ତ୍ରୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ନୁହେଁ ବରଂ କେବଳ ଚିଠି ଲେଖିବାରେ ପିଏଚଡି କରିଛନ୍ତି ବୋଲି କହି ବିଜେପି ନେତା ତାତ୍ସଲ୍ୟ କରି କହିବା ସହ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିର ନକଲକୁ ସର୍ବସମ୍ମୁଖରେ ଚିରି ପ୍ରତିବାଦ ଜଣାଇଛନ୍ତି ବିଜେପି ନେତା। ବିଜେପି ରାଜ୍ୟ

ଚାକିରିରୁ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଚାକିରିରୁ ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆସନ୍ତା ଡିସେମ୍ୱର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ମିଳିଛି ଅନୁମତି । ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ମିଳିଥିବା ଉଲ୍ଲେଖ

ଏସଆଇଟି ହାତରେ ବଡ଼ ପ୍ରମାଣ: ଅଭିଯୁକ୍ତ ଘରୁ ମିଳିଲା ରକ୍ତ ଲଗା ଗାମୁଛା

ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ଼ ପ୍ରମାଣ। ପରି ହତ୍ୟା ଘଟଣାରେ ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା।ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ତେବେ ଏସ୍ଆଇଟି ହାତରେ ଉକ୍ତ ଗାମୁଛା ଲାଗିଥିବା

ବିବାହ ବନ୍ଧନରେ ବାନ୍ଧି ହେଲେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା | ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମଙ୍ଗଳବାର ଦିନ ବିବାହ କରିଛନ୍ତି।ତେବେ ଏନେଇ ଚହଲ ନିଜ

ରାଜଧାନୀରେ ବ୍ରିଟେନ ଫେରନ୍ତା,ବିମାନ ବନ୍ଦରରେ ବିଏମସିର କୋଭିଡ୍ ଟେଷ୍ଟ ବ୍ୟବସ୍ଥା

ଭୁବନେଶ୍ୱରରୁ ଚିହ୍ନଟ ହେଲେ ବ୍ରିଟେନ ଫେରନ୍ତା | ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି,ତାଙ୍କ ପରିବାର ସଦସ୍ୟ ଓ ତାଙ୍କ

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ୍

କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ ।ଏହି ଜୀବନ୍ତ ବଜ୍ରକାପ୍ତାଟି କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ୍ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ସୂଚନାନୁସାରେ