Odia News Portal

୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ

ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।ତେବେ ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ ପାଠକ। ସେ କହିଛନ୍ତି ମୁଁ ସେମିତି

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୩ କରୋନା ପଜିଟିଭ୍

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୬୫୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୫ ଜଣ

ବିଜେଡିର ରାଜ୍ୟ ପରିଷଦ ବୈଠକ:ଦଳୀୟ ସଦସ୍ୟମାନଙ୍କୁ ସୁପ୍ରିମୋ ଦେବେ ଗୁରୁମନ୍ତ୍ର

ସୋମବାର ଦିନ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ ।ଏହି ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ମାଗିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ

କେନ୍ଦ୍ରାପଡାରେ ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ

ବିକାଶ ପଥରେ ଓଡିଶା । କେନ୍ଦ୍ରାପଡାରେ ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ । ବିନିଯୋଗ ହେବ ୪ ହଜାର କୋଟିରୁ ଅଧିକ ଟଙ୍କା । ୬ ହଜାରରୁ ଅôଧକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ…… ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି

ଏସଆଇଟି କବଜାରେ ପରୀ ହତ୍ୟାକାରୀ

ଭୁବନେଶ୍ୱର (ବ୍ୟୁରୋ) ନୟାଗଡ ପରୀ ହତ୍ୟାକାରୀ ଗିରଫ ହୋଇଛି । ଏସଆଇଟି ପରୀ ହତ୍ୟାକାରୀକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି କହିଛି । ଏକ ପ୍ରେସ ରିଲିଜରେ କୁହାଯାଇଛି ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର

କନ୍ଧମାଳରେ ପୋଲିସ ମାଓବାଦୀ ଗୁଳି ବିନିମୟ

ପୋଲିସ ମାଓବାଦୀ ଗୁଳି ବିନିମୟ |କନ୍ଧମାଳ ଗୋଛାପଡ଼ା ବୀରେନି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ | ମାଓବାଦୀ କ୍ୟାମ୍ପର ଖବର ପାଇ ପୋଲିସ କରିଥିଲା କମ୍ବିଂ ଅପରେସନ | ଏସଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ଭାବେ କରାଯାଇଥିଲା ଏହି କମ୍ବିଂ ଅପରେସନ | କମ୍ବିଂ ବେଳେ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ:ଦଳ ସୁଦୃଢ଼ କରିବାକୁ ସୁପ୍ରିମୋଙ୍କ ମନ୍ତ୍ର

ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା

ଶୀତ ଋତୁରେ ମେଥି ଶାଗର ଉପକାରିତା

ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ ।ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭାରି ରହିଥାଏ ।ମେଥି ଶାଗ ଶୀତରେ

ପିକନିକ ହେଲା କାଳ: ଗାଧୋଇବା ବେଳେ ଭାସିଗଲେ ୩ ଯୁବକ,୨ମୃତ ଜଣେ ନିଖୋଜ

କୋଏଲ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ମିଳିଥିବା ସୂଚନା ମୁତାବକ, ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେଠରେ ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ଭାସି ଯାଇଥିଲେ ।

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ପାରିତ

ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ଗୃହୀତ ହୋଇଛି । ୯ଟି ପ୍ରସ୍ତାବକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଦଳର ସମ୍ବିଧାନ ସଂଶୋଧନ ମଧ୍ୟ କରାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି