Odia News Portal

ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ

ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ । ଏହି ଗାଇଡ଼ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ ।…

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅଗ୍ନିସମ ବିଭାଗର କର୍ମଚାରୀମାନେ ବିଗତ କିଛିଦିନ ତଳେ ପଶ୍ଚିମ ବଙ୍ଗରେ ବତ୍ୟାରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଓ ଜନସାଧାରଣଙ୍କୁ ଉଦ୍ଧାର କରିବା ସହ ବିଭିନ୍ନ ସେବା ଯୋଗାଇ ଶେଷରେ କରୋନାରେ ଅକ୍ରାନ୍ତ ହୋଇ…

ଆଜି ରେକର୍ଡ ସଂଖ୍ୟକ ସୁସ୍ଥ, ଦିନକରେ ୪୦୫୩ ଜଣ ଆରୋଗ୍ୟ

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ରେକର୍ଡ ସୁସ୍ଥ । ଦିନକରେ ୪ ହଜାର ୫୩ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ରାୟଗଡ଼ାରୁ ସର୍ବାଧିକ ୬୦୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କଟକରୁ ୪୬୮, ଖୋର୍ଦ୍ଧା ୩୭୦, ଯାଜପୁର ୩୩୯, ଗଞ୍ଜାମ ୨୩୩, ସୁନ୍ଦରଗଡ଼ ୨୧୭, କୋରାପୁଟ ୧୭୫, ଭଦ୍ରକ…

ଅରୁଣ ସାହୁଙ୍କୁ କରୋନା

ଭୁବନେଶ୍ୱର()ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ…

୩୦ ଫୁଟ ତଳକୁ ଖସିଲା କାର

କେନ୍ଦୁଝର : ୩୦ ଫୁଟ ତଳକୁ ଖସିପଡିଲା କାର୍ । କାରରେ ଥିବା ୩ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ସାମ୍ନା ନାଳ ପୋଲ ଉପରୁ ୩୦ ଫୁଟ ତଳକୁ ଖସିପଡିଛି ଏହି କାର୍ । କରଞ୍ଜିଆ ପଟୁ ଢେଙ୍କିକୋଟ ଆଡ଼କୁ…

ଦେବଦୂତ ସାଜିଲେ ଅଗ୍ନିଶମ ଅଧିକାରୀ

ସମ୍ବଲପୁର : ଦେବଦୂତ ସାଜିଲେ ଅଗ୍ନିଶମ ଅଧିକାରୀ । ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଧନୁପାଲି ଅନ୍ତର୍ଗତ ତୁରୀପଡା ଅଂଚଳରେ । ସହରକୁ ପଛୁଆ ପାଣି ପ୍ରବେଶ କରୁଥିବା ଫଳରେ ସହରର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିଲା । ତେବେ ସହରର ତୁରୀପଡାରେ କିଛି ଘର ଜଳବନ୍ଦୀ ହୋଇ ରହିଯିବା ଫଳରେ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ପରିସ୍ଥିତିର ସମୀକ୍ଷା

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଂପ୍ରତିକ…

ପରଲୋକରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ () ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ମସ୍ତିଷ୍କ ଅପରେସନ ପରେ ସେ କୋମାରେ ଥିଲେ । କରୋନାରେ ମଧ୍ୟ ସେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ପରଲୋକ ନେଇ ତାଙ୍କର ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି । ପ୍ରଣବ…

ସେପ୍ଟେମ୍ବରରେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ

ଭୁବନେଶ୍ୱର()  ଭୁବନେଶ୍ୱରରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ  । ରାଜଧାନୀରେ ପ୍ରତିଦିନ ଶହ ଶହ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି  । ସେପ୍ଟେମ୍ବରରେ ବି କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ  । ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର…

କଥା ରଖିଲେ ଭାଇଜାନ୍‌

କଥା ରଖିଲେ ଭାଇଜାନ୍‌। ବନ୍ୟା ପୀଡ଼ିତଙ୍କ ପାଇଁ ତିଆରି କଲେ ୭୦ ବଖରା ଘର। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଫେବ୍ରୁଆରୀରେ ମହାରାଷ୍ଟ୍ରର ଖିଦ୍ରାପୁର ଗାଁ ଲୋକଙ୍କ ଘର ତିଆରି କରାଇଦେବାକୁ କଥା ଦେଇଥିଲେ। ଏବେ ସେ ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି। ସଲମାନ୍‌ ମହାରାଷ୍ଟ୍ରର ବନ୍ୟା…