Odia News Portal

ବଦଳିଲା ନାଇଟ କର୍ଫ୍ୟୁ ସମୟ

ଭୁବନେଶ୍ୱର() ଆଜି ସରୁଛି ଅନ୍‌ଲକ୍ ୧.୦ । କାଲିଠାରୁ କିଛି ନିୟମରେ ପରିବର୍ତ୍ତନ କରାଯାଉଛି । ଏହି ଅବସରରେ ରାଜ୍ୟସରକାର ଗାଇଡ୍ ଲାଇନ୍‌ରେ କିଛି ପରିବର୍ତ୍ତନ କରିଛନ୍ତି । ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ କରୋନା ଲଢ଼େଇରେ ଓଡ଼ିଶାର…

ଆଜି ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୯, ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, ଝାରସୁଗୁଡ଼ାରୁ ୧୫,…

ନଭେମ୍ବର ଯାଏଁ ମାଗଣା ରାସନ୍

ଭୁବନେଶ୍ୱର() କରୋନାର ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଲେଯେ, କରୋନା ବିରୋଧରେ ଲଢ଼ିଲଢ଼ି ଆମେ ଏବେ ଅନଲକ ୨.୦ରେ ପହଁଚିଗଲାଣି । ତେବେ ଏହା ଭିତରେ ସର୍ଦ୍ଧି ମୌସୁମୀରେ ବି ଆମେ ପ୍ରବେଶ କରିସାରିଛୁ । ତେଣୁ…

ଏଣିକି ଭିଡ଼ିଓ ମାଧ୍ୟମରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ

ଭୁବନେଶ୍ୱର() କରୋନା ନେଇ ଦେଶ ଓ ରାଜ୍ୟ ବହୁପ୍ରକାର ସମସ୍ୟା ଦେଇ ଗତି କରୁଛି । ଏହାସହ ସତର୍କ ଦୃଷ୍ଟିରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସ୍କୁଲ ଓ କଲେଜ ବନ୍ଦ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିଛି । ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ…

ଭୁବନେଶ୍ୱରରୁ ୬ଜଣ ପଜିଟିଭ, ୫ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଜି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ୫ଜଣ ଓ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଫେରନ୍ତା ଜଣେ ୫୬ବର୍ଷୀୟ ପୁରୁଷ ରେଳ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିରୀପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳର ୩ଜଣ…

ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ କୃଷି ସୂଚନା

ଭୁବନେଶ୍ୱର() ରାଜ୍ୟର କୃଷକ ମାନଙ୍କ ନିକଟରେ କୃଷି ସମ୍ପର୍କୀୟ ବିଭିନ୍ନ ସୂଚନା, ଜ୍ଞାନକୌଶଳ, ସରକାରଙ୍କ ବିଭିନ୍ନ ଯୋଜନା ଓ ଚାଷ ସମ୍ପର୍କରେ ସୁବିଧା ସୁଯୋଗ ଠିକ ସମୟରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ହ୍ୱାଟ୍ସସପ ଗ୍ରୁପ ଗଠନ କରାଯାଇଛି । ଏନେଇ ଆଜି ଏକ ଭିଡିଓ ଯୋଗେ କୃଷି ମନ୍ତ୍ରୀ…

ଆମିର ଖାନଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ() ପୁରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହା ଭିତରେ ଅଭିନେତା ଅମିର ଖାନଙ୍କ ଘରେ ପହଞ୍ଚିଲା କରୋନା । ଏନେଇ ଟ୍ୱିଟ ଯୋଗେ ନିଜେ ଆମିର ଖାନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଙ୍କର କେତେ ଜଣ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ କରୋନା…

ଏଣିକି କାଉଣ୍ଟର ବିକ୍ରି ହେବ ମଦ

ଭୁବନେଶ୍ବର ()  ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ମଦ କାଉଣ୍ଟରେ ମିଳିବ ମଦ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମଦ ଦୋକାନ ଖୋଲା ରହିବ । କାଉଣ୍ଟର ଗୁଡିକରେ ବିଦେଶୀ ମଦ ସହ ବିୟର ମିଳିବ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଦ କାଉଣ୍ଟରେ ହେଉଥିବା ଭିଡକୁ ଏହାଇବା ପାଇଁ…

ଭାରତରେ ଟିକଟକ ବ୍ୟାନ୍ ପରେ କମ୍ପାନୀ ହରେଇବ ଏତିକି କୋଟି

ନୂଆଦିଲ୍ଲୀ() ଭାରତ ସରକାର ୫୯ ଚାଇନିଜ୍ ଆପ୍ସକୁ ବ୍ୟାନ୍ କରି ଦେଇଛି ଯାହାକୁ ଚୀନ ବିରୁଦ୍ଧରେ ଡିଜିଟାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ମଧ୍ୟ କୁହାଯାଇଥାଏ। ସରକାର ଏହି ନିଷ୍ପତ୍ତି ଦ୍ବାରା ଚୀନକୁ କଡ଼ା ମ୍ୟାସେଜ ଦେଇଥିବାବେଳେ ଭାରତରେ ମୋଟା ରକମ ଆୟ କରୁଥିବା ୟୁଜର୍ସ ଡାଟା ସହ ଖେଳ କରୁଥିବା…

କରୋନା ମୁକାବିଲା ଲାଗି ନବୀନଙ୍କ ୯ ମନ୍ତ୍ର

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ ତିନି ମାସର…