Odia News Portal

ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟସ୍ଥ ମାଧବରାମ ଅଞ୍ଚଳରେ ଶନିବାର ଏକ ତେଲ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୧୨ ଜଣ ଦମକଳ କର୍ମୀ ମଧ୍ୟ ଏହାକୁ ସମ୍ପୂର୍ଣ୍ଣଭାବେ ଆୟତ କରିପାରିନାହାନ୍ତି। ଏବେ ବି ଜଳୁଛି ଗୋଦାମ। ଘଟଣାକୁ ଏତେ ସମୟ ବିତିଥିଲେ ମଧ୍ୟ…

ଲଞ୍ଚ ହେଲା ତିନୋଟି ନୂଆ ଏବଂ ଶସ୍ତା ପ୍ରି-ପେଡ୍‌ ପ୍ଲାନ, କଣ ଅଛି ଆସନ୍ତୁ ଜାଣିବା

ଜିଓ ମୁକାବିଲାରେ ଏୟାରଟେଲ ପୂର୍ବରୁ ହିଁ ନିଜର ସମସ୍ତ ପ୍ଲାନରେ ଅନଲିମିଟେଡ୍‌ କଲିଂର ସୁବିଧା ଦେଇଛି କିନ୍ତୁ ଏୟାରଟେଲ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେ ବହୁତ ବଡ ଖେଳ ଖେଳିଛି। ଯାହାକୁ ଜାଣିଲା ପରେ ଆପଣ ଖୁସିରେ ଝୁମି ଉଠିବେ। ଏୟାରଟେଲ ତିନୋଟି ନୂଆ ଏବଂ ଶସ୍ତା…

ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ । ୧୧ ଦଶମିକ ୪୯ ସେକେଣ୍ଡରେ ସେ ପାର କରିଥିଲେ ଶହେ ମିଟର । ଏହି ସଫଳତା ପରେ ତାଙ୍କୁ ବିଭିନ୍ନ…

ମାନସିକ ବିକାରଗ୍ରସ୍ତ ମହିଳା ରାସ୍ତା ଉପରେ ପ୍ରସବ

ଭଦ୍ରକ : ଦୁନିଆଁରେ ଏଭଳି ମାନବିକତା ହୀନ ଏବଂ ନୃସଂଶ ଲୋକ ଅଛନ୍ତି ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ଲାଗି ଯେକୌଣସି ସ୍ତରକୁ ଯାଇ ପାରନ୍ତି । ତାର ଏକ କଳଙ୍କିତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକରେ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ୍ତ ଛକ ଠାରେ ଜଣେ ମାନସିକ ଭିନ୍ନକ୍ଷମ…

ଉଦଘାଟନ ହେଲା ‘ଉନ୍ନତି ଭବନ’

ଭୁବନେଶ୍ୱର() ପୌରାଂଚଳର ଅଧିବାସୀ ମାନଙ୍କୁନଗର ଭୁତ୍ତିକ ପୌର ସେବା ଯୋଗାଇଦେବା ପୌର ପ୍ରଶାସନ ବିଭାଗ ପାଇଁ ଏକ ବଡ ଆହ୍ୱାନ ଥିଲା । ମାନବ ସମ୍ବଳର ଏହିସମାଧାନ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ପୌର କ୍ୟାଡର ସୃଷ୍ଟି ଲାଗି ଅନୁମୋଦନ କରି ଏହାର ପଥ ସୁଗମ କରିଥିଲେ ।…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ରୋମାଣ୍ଟିକ ଭିଡିଓ, ଦେଖନ୍ତୁ

ମୁମ୍ବାଇ() କାର୍ତ୍ତିକ ଆର୍ୟନ ‘ଭୁଲ ଭୁଲୈୟା-୨’ର ଶୁଟିଂର ବ୍ୟସ୍ତ। ରାଜସ୍ଥାନର ଜୟପୁରରେ ଶୁଟିଂ ଆରମ୍ଭ କରାଯାଉଛି। ବର୍ତ୍ତମାନ ଏହି ଫିଲ୍ମ ସେଟ୍ରୁ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି କାର୍ତ୍ତିକ-କିଆରାଙ୍କ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବା ସମୟର। କାର୍ତ୍ତିକ ଶେରଓ୍ବାନୀ…

ନିର୍ଭୟା ଦୋଷୀ ଅକ୍ଷୟ ପୁଣି କଲା ରାଜକ୍ଷମା ପାଇଁ ଆବେଦନ

ନୂଆଦିଲ୍ଲୀ () ପୁଣିଥରେ ଆଜି ରାଜକ୍ଷମା ପାଇଁ ଆବେଦନ କରିଛି ନିର୍ଭୟା ଦୋଷୀ ଅକ୍ଷୟ । ପ୍ରଥମ ଆବେଦନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ପୁନଃ ଆବେଦନ କରିଛି । ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ…

କଟକ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ

ଭୁବନେଶ୍ୱର() ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରର ଲୋକ ମାନଙ୍କ ଗମନା ଗମନର ସୁବିଧା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆସନ୍ତାକାଲି ଠାରୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ଆସନ୍ତାକାଲି ଠାରୁ ଏହି ଟ୍ରେନ ଚାଲିବ ଓ ଏହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ…

ପ୍ରମୋଦ ମେହେର୍ଦ୍ଦା ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ୱର() ରାଜ୍ୟ ସରକାର ଦୁଇ ଜଣ ଆଇଏଏସଙ୍କ ମଧ୍ୟରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଶାସନ ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି । ରାଜ୍ୟପାଳଙ୍କ ସଚିବ ଥିବା ମଧୂସୁଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ…

ଅଧଘଣ୍ଟା ପୂର୍ବରୁ +୨ ପରୀକ୍ଷାର ପ୍ରଶ୍ନପତ୍ର ସେଣ୍ଟରରେ ପହଞ୍ଚିବ

ଭୁବନେଶ୍ୱର() ମାର୍ଚ୍ଚ୩ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସୁରୁଖୁରୁ ଭାବେ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଅଧଘଣ୍ଟା ପୂର୍ବରୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ନକଲି ପରୀକ୍ଷାର୍ଥୀଙ୍କ ଉପରେ କଡ଼ା…