Odia News Portal

ବାଦୁଡ଼ି ସୁପରୁ ବ୍ୟାପିଲା କୋରୋନା ଭାଇରସ, ଜାଣନ୍ତୁ ପୁରା କଥା

କୋରୋନା ଭାଇରସର ଆତଙ୍କ ପୁରା ଚୀନ ଠାରୁ ଆରମ୍ଭ ଭାରତ ପର୍ଯ୍ୟନ୍ତ ବ୍ୟାପିଛି । ଏହି ଭାଇରସ ଆସିଲା କେମିତି, କେଉଁ କାରଣରୁ ସୃଷ୍ଟି ହେଲା, ତାହାର ବିଭିର୍ନ ସୂତ୍ର ଧୀରେ ଧୀରେ ଜଣା ପଡିବାରେ ଲାଗିଛି । କିଛି ତଥ୍ୟ ଅନୁସାରେ ଚୀନ ର ଉହ୍ୱାନ ଠାରେ ମିଳୁଥିବା ବାଦୁଡ଼ି ସୁପରୁ ଏହି ଭାଇରସ…

କଡା ନିଷ୍ପତି ନେଲେ ସନି, ଜାଣନ୍ତୁ କାହିଁକି ଫ୍ୟାନ୍ସଙ୍କୁ ସେଲ୍ଫି ନା

ଫିଲ୍ମରେ ଆକ୍ଟିଙ୍ଗ୍ ଏବଂ ଡ୍ୟନ୍ସିଂ ନମ୍ବର କରିବା ପରେ ବର୍ତ୍ତମାନ ସନି ଲିଓନୀ ପ୍ରଡ୍ୟୁସର ହୋଇଯାଇଛନ୍ତି । ସେ ଆଜିକାଲି ନିଜ ସ୍ବାମୀ ଡାନିଏଲ୍ ୱେବରଙ୍କ ସହିତ ଫିଲ୍ମ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ସେ ନିକଟରେ ସୁଟିଙ୍ଗ ପାଇଁ ଟିମ୍ ସହିତ ବିଦେଶ ଯାତ୍ରା କରିଛନ୍ତି। ସନି ସବୁବେଳେ ନିଜ…

ପୁଣି ଅନୁଭବଙ୍କ ନାଁରେ ଏତଲା

କେନ୍ଦ୍ରାପଡା () କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ।ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗରେ ବଳଦେବ ଆଡ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ଗତ ନିର୍ବାଚନରେ…

ହିରୋ ମୋଟୋକର୍ପ ଆଣିଲା ପ୍ରଥମ ବିଏସ-ଭିଆଇ ସ୍କୁଟର-ପ୍ଲେଜର+୧୧୦ଏଫଆଇ

୧୦% ଉଚ୍ଚତର ଇନ୍ଧନ ଦକ୍ଷତା, ୧୦% କ୍ଷିପ୍ରତାର ତ୍ୱରଣ ଭୁବନେଶ୍ବର : ଏହାର ଗ୍ରାହକମାନଙ୍କ ପାଇଁ ଏକ ରୋମାଂଚକ ଏବଂ ବ୍ୟାପକ ବିଏସ-ଭିଆଇ ଉତ୍ପାଦ ପୋର୍ଟଫୋଲିଓ ସୃଷ୍ଟି କରିବା ପାଇଁ ଏହାର ପ୍ରତିବଦ୍ଧତା ଦୋହୋରାଇ ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମତାକାରୀ…

ଏହି ଜାଗାକୁ ହନିମୁନ୍‌ରେ ଯାଇପାରନ୍ତି ଆଲିୟା-ରଣବୀର

ବଲିିଉଡର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ଫିଲ୍ମ ଅପେକ୍ଷା ରିଲେଶନସିପ୍‌ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଆଲିୟା ଅଭିନେତା ରଣବୀର କପୁରଙ୍କ ସହ ଡେଟ୍‌ କରୁଥିବା କଥା ତ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି ଦିନ ପୂର୍ବରୁ ସୂଚନା ମିଳିଛି ଉଭୟ ଚଳିତ ବର୍ଷ ମଧ୍ୟ ବିବାହ ବନ୍ଧରେ…

ଜାମିଆ ଗୁଳିକାଣ୍ଡର ଦେଖନ୍ତୁ ପୁରା ଭିଡିଓ

ନୂଆଦିଲ୍ଲୀ() ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପରିସର ପୁଣିଥରେ ଅଶାନ୍ତ ହୋଇ ପଡିଛି। ଗୁରୁବାର ଏଠାରେ ଜଣେ ଯୁବକ ଗୁଳି କରୁଥିବା ଦେଖିବାକୁ ମିଳିଛି। ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଜଣେ ଯୁବକ ଗୁଳି…

ପରଦାକୁ ଆସିଲା ‘ଲଭ୍ ଆଜ୍ କଲ୍’ର ନୂଆ ଗୀତ ,ଦେଖନ୍ତୁ ଭିଡିଓ

ମୁମ୍ବାଇ() ଫିଲ୍ମ ‘ଲଭ୍ ଆଜ୍ କଲ୍’ର ଏକ ନୂଆ ଗୀତ ‘ହାଁ ମେଁ ଗଲତ୍’ ରିଲିଜ୍ ହୋଇଛିା ହି ଗୀତରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛ । ଭାଲେଟାଇନ୍ସ ଡେ ତଥା ଫେବୃୟାରୀ ୧୪ରେ ଫିଲ୍ମଟି ପରଦାକୁ ଆସିବ। ସାରା ଓ କାର୍ତ୍ତିକଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ…

ଚଳିତ ବର୍ଷ ଲାଗୁ ହେବନି ୩୩% ନିୟମ

ଭୁବନେଶ୍ୱର()  ଚଳିତ ବର୍ଷର +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି । ଚଳିତ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ଫେଲ କଟକଣା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୨ ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପ୍ରଥମ ବର୍ଷର ପରୀକ୍ଷା ପାସ…

ରାଜ୍ୟରେ ନାହାନ୍ତି କରୋନା ସନ୍ଦିଗ୍ଧ: ସ୍ଵାସ୍ଥ୍ୟ ସଚିବ

ଭୁବନେଶ୍ୱର() ଭାରତ ମୁହାଁ କରୋନା ଭାଇରସ୍ । ଚୀନରେ ବ୍ୟାପିଥିବା କରୋନା ଭାଇରସ୍ ଏବେ କେରଳରେ ଚିହ୍ନଟ ହୋଇଛି। କୋରନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କୁ ଏକ ସ୍ଵତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା ଚାଲିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେପଟେ କରୋନା ସମସ୍ୟା…

ଅନିୟମିତତା ଓ ବିଶୃଙ୍ଖଳିତ ପାଇଁ ନିଲମ୍ବିତ ହେଲେ ୨ ପୁଲିସ୍ ଅଧିକାରୀ

ଢେଙ୍କାନାଳ() ନିଲମ୍ବିତ ହେଲେ ୨ ପୁଲିସ୍ ଅଧିକାରୀ । ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଦିନକରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୨ ପୁଲିସ୍ ଅଧିକାରୀ।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି। ପୁଲିସ୍ ଡିଜି ଅଭୟ IIC…