ସଲମାନଙ୍କୁ ସମାଲୋଚନା କଲେ ଏହି ଅଭିନେତ୍ରୀ
ମୁମ୍ବାଇ() ଅଭିନେତ୍ରୀ କୋଏନା ମିତ୍ରା ସଲ୍ମାନ୍ ଖାନଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି। କୋଏନା ଏହା ପ୍ରଥମ ଥର ପାଇଁ କରିନାହାନ୍ତି। ପୂର୍ବରୁ ମଧ୍ୟ କୋଏନା ସଲମାନଙ୍କୁ ବିରୋଧ କରିଥିଲେ।
ଗତ ସପ୍ତାହରେ ‘ବିଗ୍ ବସ୍’ ଘରେ ସିଦ୍ଧାର୍ଥ ଶୁକ୍ଳା ଓ ଆସୀମ ରିୟାଜଙ୍କ ମଧ୍ୟରେ…
