Odia News Portal

ବେୟାରଷ୍ଟୋଙ୍କ ଶତକ

ଚଳିତ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ବର୍ମିଂହାମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମରୁ ଭାରତ ଖରାପ ବୋଲିଂ ପ୍ରଦର୍ଶନ କରିଛି ।…

ସୁସ୍ଥ ହେଉଛନ୍ତି ଶ୍ରୀଜିଉ

ପୁରୀ ()   ଅଣସର ଘରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଲାଗି ପାଇଁ ରୁପା ଥାଳିରେ କରାଳ ଚନ୍ଦନ ରାଜପ୍ରାସାଦ ନିଆଯାଇଥିଲା । ଗୁପ୍ତନୀତି ସରିବା ପରେ ରାଜପ୍ରାସାଦ ବିଜେ ନୀତି ସମ୍ପନ୍ନ ହୋଇଥିଲା ।…

ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା

ଭୁବନେଶ୍ବର()   ମାଡି ଆସୁଛି ବଡ ବର୍ଷା। ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୩ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଲଘୁଚାପ ପ୍ରଭାବରେ ମହାନଦୀ…

ଅଭାବନୀୟ ଘଟଣା : ୨ ଶିଶୁଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା

ମାଲକାନଗିରି :  ନିଜର ୨ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗୋରେଇଗୁଡା ଗାଁରେ । ସୀତା ମାଡକାମି ନାମକ ଜଣେ ମହିଳା ତାଙ୍କର ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ମଧ୍ୟ ବିଷ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି । ୨…

ଆରମ୍ଭ ହେଲା ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା । ଜମ୍ମୁ ବେସ୍ କ୍ୟାମ୍ପରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାର ପାରମ୍ପରିକ ପହଲଗାମ ମାର୍ଗ ଓ ଗାନ୍ଦେରବେଲ ଜିଲ୍ଲାର ବାଲଟାଲ ମାର୍ଗରୁ ଆରମ୍ଭ ହୋଇଛି । ଏଠାରୁ ବାହାରୁଥିବା ଶ୍ରଦ୍ଧାଳୁ…

ଆକ୍ସନ ମୁଡ୍‌ରେ ବିଧାୟକ ! ବସଷ୍ଟାଣ୍ଡ କିଛି ସମୟ ପାଇଁ ପାଲଟିଗଲା କାର୍ଯ୍ୟାଳୟ

ନୟାଗଡ଼ : ରାସ୍ତା କଡ଼ରେ ଚଉକି ପଡ଼ିଲା, ଟେବୁଲ ଉପରେ କଲମ, କାଗଜ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ରହିଲା। ଖୋଲା ସ୍ଥାନ କିଛି ସମୟ ପାଇଁ ପାଲଟିଗଲା ବିଧାୟକଙ୍କ କାର୍ଯ୍ୟାଳୟ। ଆଉ ସେଇ ଅସ୍ଥାୟୀ କାର୍ଯ୍ୟାଳୟରେ ବିଧାୟକଙ୍କୁ ଦୁଃଖ ଜଣାଇବାକୁ ଘେରି ରହିଥିଲେ ଶତାଧିକ ଜନତା। ଆଜି ଏମିତି କିଛି ଦୃଶ୍ୟ…

ଆପଣାନ୍ତୁ ଏହି ୫ଟି ଟିପ୍ସ ; କଳା ଓଠ ହେବ ଗୋଲାପି

ମୁହଁର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଓଠ । ଓଠ କଳା ପଡିବା ଦ୍ବାରା ମୁହଁର ସୌନ୍ଦର‌୍ୟ୍ୟ ନଷ୍ଟ ହୋଇଥାଏ । ଓଠ କଳା ହେବାର ବିଭିନ୍ନ କାରଣ ରହିଛି । ଜୀବନଶୈଳୀରେ ପରିବର୍ତ୍ତନ, ସୂର‌୍ୟ୍ୟ କିରଣର ପ୍ରଭାବ, କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର ଏବଂ ମାଦକ ଦ୍ରବ୍ୟର ବ୍ୟବହାର କାରଣରୁ…

ରଥଯାତ୍ରା ପୂର୍ବରୁ ପୁରୀରେ ଆତଙ୍କ, ଗୁଳିମାଡରେ ଵ୍ୟଵସାୟୀ ଗୁରୁତର

ପୁରୀ : ରଥଯାତ୍ରା ପୂର୍ବରୁ ପୁରୀରେ ଗୁଳିମାଡ଼। ସ୍ୱର୍ଗଦ୍ୱାର ନିକଟ ଗୌଡ଼ବାଡ଼ ସାହିରେ ଜଣେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ସୁକାନ୍ତ ସାହୁ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଗୁଳିମାଡ଼ ହୋଇଛି। ସୁକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼…

ଆଜି ଭାରତ-ଇଂଲଣ୍ଡ ଲଢେଇ, ଭାରତର ସେମି ଆଶା ଓ ଇଂଲଣ୍ଡର ଜିଇଁବା ଚିନ୍ତା

ସୁପରସଣ୍ଡେରେ ସୁପର ମୁକାବିଲା । ବିଶ୍ୱକପ କ୍ରିକେଟରେ ଆଜି ଭାରତ-ଇଂଲଣ୍ଡ ଲଢେଇ । ବର୍ମିଂହାମରେ ମୁହାଁ ମୁହିଁ ହେବେ ଦିନିକିଆରେ ବିଶ୍ୱର ଏକ ନମ୍ବର ବନାମ ବିଶ୍ୱକପର ପାଞ୍ଚ ନମ୍ବର ଟିମ । ସିରିଜରେ ଅପରାଜୟ ଥିବା ମେନ୍ ଇନ ବ୍ଲ୍ୟର ପଲ୍ଲା ଭାରୀ ରହିଛି । ନ୍ୟୁଜଲାଣ୍ଡ ମ୍ୟାଚ ଛାଡି…

ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ …

ପୁରୀ : ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ ।  ଦଇତାପତିମାନେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ଖବର ପହଞ୍ଚାଇବେ । ଏଥିପାଇଁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦଇତାପତିମାନେ ସମୁହ ଭାବେ ଆଜି ଶ୍ରୀନଅରକୁ ଯିବେ । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ…