ବିଜେପି ମାନୁନାହିଁ ଆଇନ : ବିଜେଡି
ଚଳିତ ନିର୍ବାଚନରେ ବିଜେପି ବାରମ୍ବାର ଆଇନ ଉଲ୍ଲଂଘନ କରୁଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହୋଇ କାର୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଅଭିଯୋଗ ଅନୁଯାୟୀ, ବିଜେପିର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା!-->…
