Odia News Portal

ବାଲୁକା କଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଆଜି ମହାବିଷୁବ ସଂକ୍ରାନ୍ତି ଏବେ ଉତ୍କଳୀୟ ନବବର୍ଷ ବା ଓଡିଆ ନବବର୍ଷ । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ମାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାକଳାରେ ମହାପ୍ରଭୁଙ୍କ ପ୍ରତିକୃତି ନିର୍ମାଣ

ତେଜିଲା ଇରାନ୍ ଇସ୍ରାଏଲ୍ ଯୁଦ୍ଧ

କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ୍ ଆକ୍ରମଣ କରୁଛି ଇରାନ୍ । ହାଇଆଲର୍ଟ ମୋଡ୍‌ରେ ଇସ୍ରାଏଲ୍ ସେନା । ସମସ୍ତ ପ୍ରକାର ବିମାନ ସେବା ବନ୍ଦ କଲା ଇସ୍ରାଏଲ୍ । ଏହା ଘୋଷଣା କରିଛି ଇସ୍ରାଏଲ୍ । ଇସ୍ରାଏଲ୍ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଛି ଏବଂ ଲୋକଙ୍କୁ ଚେତାବନୀ ଦେଇଛି । ମୁଖ୍ୟ ସାମରିକ

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି , ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ

ମହା ବିଷୁବ ସଂକ୍ରାନ୍ତି , ଯାହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ l ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି l ଚଳିତ ଥର ପଣା ସଂକ୍ରାନ୍ତି ୧୪ ଅପ୍ରେଲ ରେ ପାଳିତ ହେବ l ଏହିଦିନ ଓଡ଼ିଆ ନବବର୍ଷ ମଧ୍ୟ ପାଳିତ ହୋଇଥାଏ l ପରମ୍ପରା ଅନୁସାରେ ଏହିଦିନ ପାଚିଲା ବେଲରେ ପଣା

ଦାମୋଦରଙ୍କ ପରିବାରକୁ ଗଲା ବିଜେଡି ଟିକେଟ

ସ୍ବର୍ଗତ ଦାମୋଦର ରାଉତଙ୍କ ପରିବାରକୁ ଗଲା ବିଜେଡି ଟିକେଟ। ପାରାଦୀପ ବିଧାନସଭା ଆସନ ପାଇଁ ତାଙ୍କ ବୋହୂ ତଥା ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ମିଳିଛି। ପାରାଦୀପ ନିର୍ବାଚନମଣ୍ଡଳୀ ଗଠନ ହେବା (୨୦୦୯ ମସିହା)ଠାରୁ ଦାମ ରାଉତଙ୍କ ପରିବାର ହାତରେ ଆସନ

ନିର୍ବାଚନ ଲଢିବିନି: ପ୍ରଶାନ୍ତ

ବିଜେଡି ଛାଡ଼ି ନିକଟରେ ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେ୍ଧବ କେଉଁ ଆସନରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛା ରଖିଥିଲେ ସେ ସମ୍ପର୍କରେ ଆଜି ସେ ମୁହଁ ଖୋଲିଛନ୍ତି । ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବା ପାଇଁ ଇଚ୍ଛା ଥିଲା ବୋଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଧବ

ଦେଶର ଲୋକଙ୍କ ପାଇଁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଟିକିଏ ବି ଚିନ୍ତା ନାହିଁ : ମୋଦି

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉଧମପୁରରେ ଏକ ରାଜନୈତିକ ସଭାକୁ ସମ୍ବୋଧିତ କରି ୨ଟି ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ଏବଂ ଖୁବଶୀଘ୍ର ଏଠାରେ ବିଧାନସଭା ନିର୍ବାଚନ ହେବ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା

କମଳା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।

ନବୀନ ନିବାସରେ ଓଡ଼ିଆ କଳାକାର

ନିର୍ବାଚନୀ ମାହୋଲ ଭିତରେ ନବୀନ ନିବାସରେ ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଅଭିନେତା ସ୍ବରାଜ ବାରିକ, ଅମ୍ଳାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ବିଧାନସଭା ପ୍ରାର୍ଥୀ ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ୧) ଭୁବନେଶ୍ୱର ମଧ୍ୟ-ଅନନ୍ତ

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଧ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ପ୍ରମିଳା…

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଧ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ ଦଳ ବଦଳ କାରଣରୁ ୨ ବିଧାୟକଙ୍କ ସଭ୍ୟ ପଦ ରଦ୍ଧ ହୋଇଛି । ବିଜେଡି ମୁଖ୍ୟ ସଚେତକ ଦଳ ବଦଳ ନେଇ ଅଭିଯୋଗ କରିଥିଲେ । ଦଳ ବଦଳ କରିଥିବାରୁ